www.samajalive.in
Sunday, December 7, 2025
26.1 C
Bhubaneswar

ଜିଓ ଓ ବିଏସ୍ଏନ୍ଏଲର ଖାସ୍ ବ୍ରଡବ୍ୟାଣ୍ଡ ପ୍ଲାନ, ଜାଣନ୍ତୁ କେଉଁ ଥିରେ ମିଳିବ ଅଧିକ ଲାଭ…….

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ତରଫରୁ ନିକଟରେ ସବୁଠାରୁ କମ ମୂଲ୍ୟର ବ୍ରଡବ୍ୟାଣ୍ଡ ପ୍ଲାନ ଦେବାପାଇଁ ଘୋଷଣା କରାଯାଇଥିଲା। ଯେଉଁଥିରେ ଜିଓ ସବୁଠାରୁ କମ ମୂଲ୍ୟର ବ୍ରଡବ୍ୟାଣ୍ଡ ପ୍ଲାନ ଦେବାପାଇଁ ଘୋଷଣା କରାଯାଇଥିଲା। ଯାହାର ମୂଲ୍ୟ ୬୯୯ଟଙ୍କା। ସେହିଭଳି ଜିଓ ଓ ଭାରତୀୟ ଦୂର ସଂଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ୍) ପକ୍ଷରୁ ନିକଟରେ ୨୪୯୯ଟଙ୍କାର ବ୍ରଡବ୍ୟାଣ୍ଡ ପ୍ଲାନ ଘୋଷଣା କରାଯାଇଥିଲା।

ତେବେ ଆସନ୍ତୁ ଜାଣିବା ଜିଓ ଏବଂ ବିଏସ୍ଏନଏଲର ମଧ୍ୟରୁ କେଉଁ କମ୍ପାନୀର ପ୍ଲାନରେ ମିଳିବ ଅଧିକ ଲାଭ…….

- Advertisement -
pic courtesy-patrika

ଜିଓ ଫାଇବର-୨୪୯୯ଟଙ୍କାର ଡାଇମଣ୍ଡ ପ୍ଲାନ…………
ଜିଓ ଫାଇବରର ଏହି ପ୍ଲାନରେ ୫୦୦ଏମବିପିଏସ୍ ସ୍ପିଡରେ ଇଣ୍ଟରନେଟ ମିଳିବ। ଏହାବ୍ୟତୀତ ଏଥିରେ ୧୨୫୦ଜିବି ଡାଟା ମିଳିବା ସହିତ ୨୫୦ଜିବି ଅତିରିକ୍ତ ଡାଟା ମିଳିବ। ଏହିଭଳି ଜିଓ ଫାଇବରର ଏହି ଡାଇମଣ୍ଡ ପ୍ଲାନରେ ସମୁଦାୟ ୧୫୦୦ଜିବି ଅର୍ଥାତ ୧.୫ଟିବି ଡାଟା ମିଳିବ। ଜିଓର ଏହି ପ୍ଲାନରେ ମାଗଣି କଲିଂ ବ୍ୟତୀତ ବିଆର ଏକ୍ସପେରିଏନ୍ସ, ୪କେ ସଟ୍ଅପ୍ ବକ୍ସ ଏବଂ ପ୍ରିମିଅମ କଣ୍ଟେଣ୍ଟର ଆସେସ୍ ମିଳିବ।

ବିଏସ୍ଏନ୍ଏଲର ୨୪୯୯ଟଙ୍କାର ପ୍ଲାନ…………
ବିଏସ୍ଏନ୍ଏଲର ୨୪୯୯ଟଙ୍କାର ବ୍ରଡବ୍ୟାଣ୍ଡ ପ୍ଲାନରେ ପ୍ରତିଦିନ ୧୦୦ଏମବିପିଏସ୍ ସ୍ପିଡରେ ୪୦ଜିବି ଡାଟା ମିଳିବ। ଏମିତିରି ସମୁଦାୟ ୧୨୦୦ଜିବି ଡାଟା ମିଳିବ। ଏହି ପ୍ଲାନରେ ମଧ୍ୟ ସମସ୍ଥ ନମ୍ବରକୁ ମାଗଣା କଲ କରିବାର ସୁବିଧା ଦିଆଯାଇଛି।

Image courtesy: The Statesman

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories