www.samajalive.in
Thursday, December 11, 2025
14.1 C
Bhubaneswar

ପୁରୀ ସଦର ବ୍ଲକର ‘ଫଣି’ କ୍ଷତିଗ୍ରସ୍ତଙ୍କ ପାଇଁ ୧୫୦ ଘର ନିର୍ମାଣ କରିବ ଜିଲା ପ୍ରଶାସନ

ପୁରୀ : ପୁରୀ ସଦର ବ୍ଲକର ‘ଫଣି’ କ୍ଷତିଗ୍ରସ୍ତଙ୍କୁ ଜିଲା ପ୍ରଶାସନ ୧୫୦ଟି ଘର ଯୋଗାଇଦେବ। ଘର ନିର୍ମାଣ ପାଇଁ ପ୍ରଶାସନ ଗୁରୁବାର ଏଲ୍‍ ଆଣ୍ଡ୍‍ ଟି ସର୍ଭିସେସ୍‍ ପ୍ରାଇଭେଟ୍‍ ଲିମିଟେଡ଼୍‍ ଏବଂ ହ୍ୟୁମାନିଟି ଇଣ୍ଡିଆ ନାମକ ଦୁଇଟି କମ୍ପାନୀ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛି। ‘ଫଣି’ରେ ବାସଗୃହ ହରାଇଥିବା ପରିବାରଙ୍କ ପାଇଁ ଏହି ଦୁଇ ସଂସ୍ଥା ୧୫୦ଟି ଘର ନିର୍ମାଣ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories