ହୀରାକୁଦ : ହୀରାକୁଦ ଜଳଭଣ୍ଡାରରୁ ବୁଧବାର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୩ହଜାର ୫୯୫ କ୍ୟୁଶେକ ଜଳ ପ୍ରବେଶ କରୁଥିବାବେଳେ ସାମାନ ପରିମାଣରେ ଜଳ ନିଷ୍କାସନ ହେଉଛି । ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୩୦ ଫୁଟ ରହିଛି ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!