www.samajalive.in
Thursday, December 11, 2025
16.1 C
Bhubaneswar

ଫେରିବେ ମେହୁଲ୍‍ ଚୋକ୍ସି ; ଆଇନ୍‍ଗତ ପ୍ରକ୍ରିୟା ପରେ ଭାରତକୁ ପ୍ରତ୍ୟର୍ପଣ କରାଯିବ

ନ୍ୟୁୟର୍କ : ପଳାତକ ଗହଣା ବ୍ୟବସାୟୀ ମେହୁଲ୍‍ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ। ଆଣ୍ଟିଗୁଆ ଓ ବାରବୁଡା ପ୍ରଧାନମନ୍ତ୍ରୀ ଗାଷ୍ଟୋନ୍‍ ବ୍ରାଉନ ଏହା କହିଛନ୍ତି।  ସବୁ ଆଇନ୍‍ଗତ ପ୍ରକ୍ରିୟା ଶେଷ ହେଲା ପରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା କଥା ଶ୍ରୀ ବ୍ରାଉନେ ବୁଧବାର ରାତିରେ ନ୍ୟୁୟର୍କ ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ଭାରତୀୟ ତଦନ୍ତକାରୀ ସଂସ୍ଥା ମାନେ ଚୋକ୍ସିଙ୍କୁ ଜେରା କରିବା ପାଇଁ କୌଣସି ବାଧା ନାହିଁ ବୋଲି ସେ କହିଛନ୍ତି। ୧୪ହଜାର କୋଟି ପଞ୍ଜାବ ନ୍ୟାସନାଲ୍‍ ବ୍ୟାଙ୍କ୍‍ ଦୁର୍ନୀତି ମାମଲାରେ ମେହୁଲ ଚୋକ୍ସି ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି । ଚୋକ୍ସି ଭାରତରୁ ପଳାଇଯାଇ ଆଣ୍ଟିଗୁଆ ଓ ବାରବୁଡ଼ାର ନାଗରିକତ୍ୱ ଗ୍ରହଣ କରିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories