www.samajalive.in
Friday, December 12, 2025
26.1 C
Bhubaneswar

ଭୁଲ୍-ଭୁଲୈୟା-୨ରେ କିଆରା

‘କବୀର ସିଂ’ ଚଳଚ୍ଚିତ୍ରରେ କିଆରା ଆଡଭାନୀଙ୍କ ଦମ୍‌ଦାର୍ ଅଭିନୟ ଦେଖିବା ପରେ ରାତାରାତି ତାଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଯାଇଛି। ଏବେ ସେ ‘ଭୁଲ୍-ଭୁଲୈୟା-୨’ରେ ଅଭିନୟ କରୁଛନ୍ତି। ଭୂଷଣ କୁମାର ପ୍ରଯୋଜିତ ଏଇ ଚଳଚ୍ଚିତ୍ରର କେତୋଟି ଭାଗର ସୁଟିଂ ଆରମ୍ଭ ହୋଇଛି। ମୁଖ୍ୟ ଭୂମିକାରେ କାର୍ତ୍ତିକ ଆର୍ୟ୍ୟନ୍ ଓ କିଆରା କାମ କରୁଛନ୍ତି। ପ୍ରଥମେ ଏଇ ଚଳଚ୍ଚିତ୍ର ପାଇଁ କରୀନା କପୁରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତାଙ୍କ ପାଖରେ କିନ୍ତୁ ସମୟ ନଥିବାରୁ ସେ ନିର୍ଦେଶକଙ୍କୁ କିଛି ମାସ ଅପେକ୍ଷା କରିବାକୁ ପ୍ରସ୍ତାବ ଦେଇଥିଲେ। କରୀନାଙ୍କ ପ୍ରସ୍ତାବକୁ ୟୁନିଟ୍ ଗ୍ରହଣ ନ କରି ବରଂ କିଆରାଙ୍କୁ ସୁଯୋଗ ଦେଇଛି। ଏବେ କିଆରା ‘ଲକ୍ଷ୍ମୀ ବମ୍’ ହରର୍ ଚଳଚ୍ଚିତ୍ରରେ ମଧ୍ୟ ଖିଲାଡି କୁମାର ଅକ୍ଷୟଙ୍କ ସହ କାମ କରୁଛନ୍ତି। ‘କବୀର ସିଂ’ ତାଙ୍କୁ ହିଟ୍ ତାଲିକାରେ ଭର୍ତ୍ତି ହେବାର ସୁଯୋଗ ଦେଇଛି ବୋଲି କହିଛନ୍ତି କିଆରା।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories