www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା ମୁଖ୍ୟ ଖବର

ମହାରାଷ୍ଟ୍ରର ନାସିକ୍‌‌ରେ ଏକ ବସରେ ଭୀଷଣ ଅଗ୍ନିକାଣ୍ଡ ; ବସରେ ନିଆଁ ଲାଗି ଜଣେ ଶିଶୁ ସହ ୧୧ ଜୀବନ୍ତ ଦଗ୍ଧ ; ମୃତକଙ୍କ ପରିବାରକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଆଜି ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ ; ଚଣ୍ଡୀଗଡ ଏୟାର ଫୋର୍ସ ଷ୍ଟେସନରେ ପାଳିତ ହେଉଛି ବାୟୁସେନା ଦିବସ

- Advertisement -

ଦିଲ୍ଲୀରେ ସିଏନଜି ଦର କେଜି ପ୍ରତି ୩ଟଙ୍କା ବୃଦ୍ଧି ; ଦର ବଢିବା ପରେ ଦିଲ୍ଲୀରେ ସିଏନଜି କିଲୋ ପିଛା ୭୮.୬୧ରେ ପହଞ୍ଚିଲା
ଭଞ୍ଜନଗର : ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ; ଗାଁ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିିଛି ପୁଲିସ; ହତ୍ୟା ସନ୍ଦେହରେ ମହିଳାଙ୍କ ପୁଅ ଅଟକ; ତାରାସିଂ ଥାନା ଅନ୍ତର୍ଗତ ଗଜାପଦର ଗାଁର ଘଟଣା

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୨ ଆକ୍ରାନ୍ତ ; ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୦,ସଙ୍ଗରୋଧରୁ ୪୮ ,ସ୍ଥାନୀୟ ୩୪ ; ୬୨୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ନୂଆଦିଲ୍ଲୀ : ଦେଶରେ ଚିହ୍ନଟ ହେଲେ ଆଉ ୨ ହଜାର ୭୮୫ ନୂଆ ସଂକ୍ରମିତ ; ୧୨ ମୃତ ; ଆରୋଗ୍ୟ ହାର ୯୮.୭୫% ; ଆଉ ୨୯ ହଜାର ୨୫୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories