www.samajalive.in
Saturday, December 6, 2025
19.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଏସୀୟ କ୍ରୀଡ଼ା: ମହିଳା ଷ୍ଟିପଲଚେଜ୍‌ରେ ଭାରତକୁ ୨ ପଦକ.. ୩ହଜାର ମିଟର ଷ୍ଟିପଲଚେଜ୍‌ରେ ଭାରତକୁ ରୌପ୍ୟ ଓ ବ୍ରୋଞ୍ଜ.. ରୌପ୍ୟ ଜିତିଲେ ପାରୁଲ ଚୌଧୁରୀ ଓ ବ୍ରୋଞ୍ଜ ଜିତିଲେ ପ୍ରୀତି..

ମେଡିସିନ୍‌ ପାଇଁ ୨ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍‌ ପୁରସ୍କାର.. କାଟାଲିନ କାରିକୋ ଓ ଡ୍ରିଉ ୱିସ୍‌ମ୍ୟାନ ପାଇବେ ନୋବେଲ୍‌.. କୋଭିଡ଼୍‌ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ପାଇବେ ନୋବେଲ ପୁରସ୍କାର..

- Advertisement -

ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରକାଶ ପାଇଲା ବିହାରର ଜାତିଗତ ଜନଗଣନା ସର୍ଭେ ରିପୋର୍ଟ.. ରାଜ୍ୟରେ ୬୩ ପ୍ରତିଶତ ପଛୁଆ ବର୍ଗ..

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଘଟଣା.. ବାପାମାଆ ଓ ନବଜାତର ଡିଏନ୍‌ଏ ପରୀକ୍ଷା ଲାଗି ଗଲା ସାମ୍ପୁଲ..

ଜିମ୍ବାୱେରେ ବିମାନ ଦୁର୍ଘଟଣା: ନିଜ ହୀରା ଖଣିକୁ ପରିଦର୍ଶନରେ ଯାଉଥିବା ଭାରତୀୟ ବ୍ୟବସାୟୀ ଓ ତାଙ୍କ ପୁତ୍ର ସମେତ ୬ ମୃତ

ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ବିଶିଷ୍ଟ ବ୍ୟକ୍ତି..

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୯ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟଘାଟରେ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି..

ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ.. ବିଏମସି ୪୪ ନମ୍ବର ୱାର୍ଡରୁ ଆରମ୍ଭ ହେଲା ପଦଯାତ୍ରା.. ଶୁଭାରମ୍ଭ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ..

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌‌ .. ୧୫ ଆହତ.. ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ କୁଡିକିମା ଗାଁ ନିକଟରେ ଦୁର୍ଘଟଣା..

କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଯଦୁଚନ୍ଦ୍ରପୁର ଗାଁରେ ବ୍ୟକ୍ତିଙ୍କ ଘର ପଛପଟ ବାଡିରେ ଶୋଇଥିଲା ବଉଳା କୁମ୍ଭୀର.. କୁମ୍ଭୀର ଲମ୍ବ ପ୍ରାୟ ୧୩ ଫୁଟ୍‌‌.. ବନ ବିଭାଗ ଟିମ୍‌‌ ପହଞ୍ଚି କୁମ୍ଭୀରକୁ ନଦୀରେ ଛାଡିଲା..

ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବର୍ଷା ସୂଚନା.. ଅତିପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ସମ୍ବଲପୁରକୁ ଅରେଞ୍ଜ ଆଲର୍ଟ ଜାରି..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ.. ମାଲକାନଗିରି ସମେତ ୪ଟି ଜିଲ୍ଲାରୁ ଆରମ୍ଭ ହେବ ଏହି ବସ୍ ସେବା..

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories