ବଢିଲା ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ.. ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଇଡି ନିର୍ଦେଶକ ପଦରେ ରହିବାକୁ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ..
ଓପିଏସସି ପରୀକ୍ଷା ୨୦୨୧ର ଫଳ ପ୍ରକାଶନ ଉପରୁ ଲଗାଯାଇଥିବା ଅଙ୍କୁଶ ହଟାଇଲେ ହାଇକୋର୍ଟ..
ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର ବିବାଦ.. ଆଜି ମଧ୍ୟ ହୋଇ ପାରିଲାନି ବନକଲାଗି.. ନୀତି ସବ କମିଟିର ଜରୁରୀ ବୈଠକ ଡାକିଲା ମନ୍ଦିର ପ୍ରଶାସନ..
ଦତ୍ତ ମହାପାତ୍ର ସେବକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମ୍ଭାବନା.. ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ..
ପିଏମ କିସାନର ୧୪ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ..
ମହରମ୍ ପର୍ବ ପାଇଁ ୨୮ ପରିବର୍ତ୍ତେ ଜୁଲାଇ ୨୯ ତାରିଖ ଶନିବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି..
ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍.. ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ..
ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା.. ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା.. ତାରିଖ ଘୋଷଣା କଲା ବୋର୍ଡ..
ଦଶବାଟିଆସ୍ଥିତ ବ୍ରହ୍ମାକୁମାରୀ ସେଣ୍ଟରର ଲାଇଟହାଉସ କଂପ୍ଲେକ୍ସର ଶିଳାନ୍ୟାସ କଲେ ରାଷ୍ଟ୍ରପତି..
ଓଏସ୍ଏସ୍ସି ଜେଇ ମେନ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା .. ବିହାରରୁ ମାଷ୍ଟରମାଇଣ୍ଡ ସମେତ ୭ ଜଣଙ୍କୁ ଗିରଫ କଲା ବାଲେଶ୍ବର ପୁଲିସ..
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି.. ଆଜି ୭ ଜିଲାକୁ ୟେଲୋ ଆଲର୍ଟ ଜାରି..
ଟେକାମାଡ଼ ଯୋଗୁ ୫୫.୬୦ ଲକ୍ଷ କ୍ଷତି ସହିଲାଣି ରେଳବାଇ.. ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ..
ନାଇଜେରିଆ ରାଷ୍ଟ୍ରପତି ବନ୍ଦୀ.. ରାଷ୍ଟ୍ରପତିଙ୍କ କ୍ଷମତା ହଟାଇ ଅକ୍ତିଆର କରିଛି ସେନା..



