www.samajalive.in
Saturday, December 13, 2025
21.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖ ସୋମବାରକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ.. ସେପ୍ଟେମ୍ବର ୮ରେ ପାଳିତ ହେବ ନୂଆଖାଇ..

ହୁରୁନ ଇଣ୍ଡିଆ ଧନୀ ତାଲିକା.. ମୁକେଶ ଅମ୍ବାନୀଙ୍କୁ ଟପିଲେ ଆଦାନୀ.. ତାଲିକାରେ ସାମିଲ ହେଲେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍..

- Advertisement -

ଅନୁଗୁଳରେ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ଜିନ୍ଦଲଙ୍କୁ ପ୍ରସ୍ତାବ.. ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ସୌଜନ୍ୟମୂଳକ ସାକ୍ଷାତ..

ଦିଲ୍ଲୀ ପୁଲିସ ନିକଟରେ ଆଇନଜୀବୀଙ୍କ ଅଭିଯୋଗ.. ମମତା ବାନାର୍ଜୀଙ୍କ ମନ୍ତବ୍ୟ ଉତ୍ତେଜନାମୂଳକ..

ଜିଲାପାଳ, ଏସ୍‌ପିଙ୍କୁ ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ..

ଅଲକେମିଷ୍ଟ ଏଭିଏସନର ପ୍ରଶିକ୍ଷଣ ଲାଇସେନ୍ସ ବାତିଲ କଲା ଡିଜିସିଏ.. ବିମାନ ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ..

ସୃଷ୍ଟି ହେଲା ଲଘୁଚାପ.. ୧ ଯାଏଁ ପ୍ରବଳ ବର୍ଷିବ.. ମାଲକାନଗିରି, କୋରାପୁଟ, ଗଜପତିକୁ ରେଡ୍‌ ୱାର୍ଣ୍ଣିଂ ଜାରି..

ମଣିଷକୁ ସଂକ୍ରମଣ ହୋଇ ନାହିଁ ବାର୍ଡ ଫ୍ଲୁ.. କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ..

ନନ୍ଦନକାନନରେ ନୂଆ ଅତିଥି.. ୫ଟି ଶାବକ ଜନ୍ମ ଦେଲା ସିଂହୀ ବିଜଲୀ.. ନନ୍ଦନକାନନରେ ସିଂହ ସଂଖ୍ୟା ୨୬କୁ ବୃଦ୍ଧି.. ସିସିଟିଭି ନଜରରେ ମାଆ ଓ ଶାବକ..

ଜାମ୍ମୁ-କାଶ୍ମୀରର କୁପଓ୍ବାଡା ଜିଲାର ଏଲଓସି ନିକଟରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିନିବିନିମୟ.. ୩ ଆତଙ୍କୀ ନିହତ..

ଆଜି ଜାତୀୟ କ୍ରୀଡା ଦିବସ: ହକି ଲିଜେଣ୍ଟ ମେଜର ଧ୍ୟାନଚାନ୍ଦଙ୍କର ଜନ୍ମ ଦିବସରେ ତାଙ୍କ ଅବଦାନକୁ ମନେ ପକାଉଛି ସାରା ଦେଶ.. ୧୯୯୫ ମସିହାଠାରୁ ପ୍ରତ୍ୟେକ ବର୍ଷ ପାଳନ ହେଉଛି କ୍ରୀଡା ଦିବସ.. ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ.

ପୁଣି ସାଲିଆ ସାହିରେ ବୁଲିଲା ବୁଲଡୋଜର.. ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ..

ଇଡକୋ ଓ ନୀଳଚକ୍ରନଗରରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ.. ବିପୁଳ ପରିମାଣର ପୋଚ ଜବତ କରିବା ସହ ନଷ୍ଟ..

ରାଜଧାନୀରେ ପୁଣି ଗଡିଲା ମୁଣ୍ଡ.. ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା ଗଲା ପାଗଳ ପ୍ରେମୀ.. ଖଣ୍ଡଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଅଘଟଣ.. ଖଣ୍ଡଗିରି ଥାନାରେ ମାମଲା ରୁଜୁ, ଅଭିଯୁକ୍ତ ଅଟକ..

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories