www.samajalive.in
Wednesday, December 10, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଲେହରେ ବଡ଼ ଦୁର୍ଘଟଣା.. ଗଭୀର ଖାଇରେ ଖସିପଡ଼ିଲା ସ୍କୁଲବସ୍, ୬ ଜଣଙ୍କ ମୃତ୍ୟୁ ସୂଚନା..

ସୁପ୍ରିମକୋର୍ଟଙ୍କ ଅନୁରୋଧ ପରେ ଧର୍ମଘଟ ପ୍ରତ୍ୟାହାର କଲେ ଏମ୍ସ ଡାକ୍ତର..

- Advertisement -

ଛତିଶଗଡ ପୁଲିସ ନିକଟରେ ଆଉ ଜଣେ ହାର୍ଡକୋର ନକ୍ସଲର ଆତ୍ମସମର୍ପଣ.. ୫ ଲକ୍ଷ ଘୋଷିତ ନକ୍ସଲ କମାଣ୍ଡରର ଆତ୍ମସମର୍ପଣ..

ପୁଣି ଗାଜାରେ ପଶିଲା ଇସ୍ରାଏଲ୍ ଟ୍ୟାଙ୍କ୍, ୧୭ ମୃତ..

୨୦୨୫ରେ ଇଂଲଣ୍ଡ ବିପକ୍ଷରେ ୫ଟିକିଆ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ..

ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଛି.. ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖି କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା..

ସିମ୍‌ ବକ୍ସ ମାମଲା.. ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ.. ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଆସାଦୁର ଜମାନର ଫଟୋ ଜାରି କରିଛି କମିଶନରେଟ ପୁଲିସ.. ତାକୁ ଶୀଘ୍ର ଧରିବାକୁ ଯୋଜନା କରାଯାଇଛି, ସେ ବାଂଲାଦେଶ ଢାକାରେ ରହି ଆତଙ୍କୀ ନେଟୱାର୍କ ଚଲାଉଥିଲା..

କଲକାତା ଘଟଣାରେ ପଶ୍ଚିମବଙ୍ଗ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ଅଦାଲତ.. ବ୍ୟବଚ୍ଛେଦ ପରେ ମାମଲା ରୁଜୁ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ.. ଯଦି ସ୍ୱାଭାବିକ ମୃତ୍ୟୁ ହୋଇଥିଲା ତେବେ ଶବ ବ୍ୟବଚ୍ଛେଦ କାହିଁକି କରାଗଲା.. ଗତ ୩୦ବର୍ଷ ଭିତରେ ଏଭଳି ଅବହେଳା କେବେ ଦେଖିନଥିବା କହିଲେ ଜଷ୍ଟିସ୍‌‌ ପାରଦିୱାଲା..

ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକି ଦଳ.. ଟିମ୍‌ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ.. ଓଡ଼ିଶାର ସହଯୋଗ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରିପାଇଛି କହିଲେ ଖେଳାଳି..

ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ.. ରାହୁଲ ଗାନ୍ଧୀଙ୍କ ଆହ୍ୱନରେ ଇଡି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ.. ଇଡି ଓ ସିବିଆଇର କାର୍ଯ୍ୟକାଳକୁ ନେଇ ପ୍ରଶ୍ନ ଉଠାଇ ଧାରଣା..

ଖୋଲିଲା ହୀରାକୁଦର ୬ଟି ଗେଟ୍‌.. ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଖୋଲାଗଲା ଗେଟ୍‌..

ଭିଜିଲାନ୍ସ ଜାଲରେ ପଡିଲେ କୃଷି ବିଭାଗ ଲାଵ ଆସିଷ୍ଟାଣ୍ଟ.. ୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ..

ଚିକିଟି ମଦ ମୃତ୍ୟୁ ମାମଲାର ତଦନ୍ତ କରିବେ ଆରଡିସି.. କହିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ.. ଦୁଇ ମାସ ମଧ୍ୟରେ ଆସିବ ତଦନ୍ତ ରିପୋର୍ଟ, ଚୋରା ମଦ ବନ୍ଦ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ମନ୍ତ୍ରୀ..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories