www.samajalive.in
Monday, December 8, 2025
24.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଫିଟନେସ୍‌-ପରମିଟ୍ ଓ ବୀମା ନଥାଇ ଚାଲୁଥିଲା ଘରୋଇ ବସ୍‌.. ମାଲିକ ଗଣିବେ ଲକ୍ଷାଧିକ ଟଙ୍କା ଜରିମାନା.. ଘରୋଇ ବସ୍‌କୁ ୧ ଲକ୍ଷ ୨୨ ହଜାର ଟଙ୍କା ଜରିମାନା କରିଛି ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗ..

ଝାଡଖଣ୍ଡ ଟ୍ରେନ୍ ଟ୍ରାଜେଡି.. ଦକ୍ଷିଣ ପୂର୍ବ ରେଳପଥର ସହାୟତା ଘୋଷଣା.. ରାଉରକେଲାର ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା.. ଗୁରୁତରଙ୍କୁ ୫ ଲକ୍ଷ ଓ ୮ ସାମାନ୍ୟ ଆହତଙ୍କୁ ଲକ୍ଷେ ଲେଖାଏଁ ସହାୟତା..

- Advertisement -

ସମ୍ବଲପୁର ସରଲା ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ.. ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା..

ଉତ୍ତରପ୍ରଦେଶ ବିଧାନସଭାରେ ଲଭ୍ ଜିହାଦ୍ ବିଲ୍ ପାସ୍..

ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲା.. ଶ୍ରୀଧର, ମଧୁମିତା ରହୁଥିବା ଘରେ ପୁଲିସର ତନାଘନା..

ଗିରଫ ହେଲେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର..

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଦ୍ଵିତୀୟ ପଦକ.. ସୁଟିଂରେ ଭାରତରକୁ ଆଉ ଏକ କାଂସ୍ୟ ପଦକ.. ମନୁ ଭାକର-ସରବଜୋତ ସିଂହଙ୍କ ଯୋଡ଼ି ଆଣିଲେ ବ୍ରୋଞ୍ଜ..

ବାହୁଡା ଯାତ୍ରାରେ ରଥରେ ଅଣସେବାୟତ ଚଢିବା ପ୍ରସଙ୍ଗ.. ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍‌.. ୭ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ..

ବିଧାନସଭା ଶୂନ୍ୟକାଳରେ ଉଠିଲା ନୀତି ଆୟୋଗ ବୈଠକରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗ.. ବୈଠକରେ ଓଡ଼ିଶା ପାଇଁ କଣ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ.. ପ୍ରଶ୍ନ କଲେ ବିଜେଡି ବିଧାୟକ ଅରୁଣ ସାହୁ..

ଅଙ୍ଗନବାଡିକୁ ଆସି ୩ ଶିଶୁ ମୃତ.. ଆନନ୍ଦପୁର ହାଟଡିହି ବ୍ଲକ ଆତ୍ରୁକଣା ନିକଟ ଅଙ୍ଗନବାଡି କେନ୍ଦ୍ରକୁ ଆସି ପୋଖରୀରେ ବୁଡି ମୃତ୍ୟୁ..

ହାୱଡ଼ା-ମୁମ୍ବଇ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ରାଉରକେଲାର ଦୁଇ ଜଣଙ୍କ ମୃତ୍ୟୁ..

ଡିଆଇଜି ରାଜେଶ ପଣ୍ଡିତ ନିଲମ୍ବିତ.. ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ନିଲମ୍ବିତ.. କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ସସପେଣ୍ଡ..

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories