www.samajalive.in
Saturday, December 6, 2025
19.1 C
Bhubaneswar

ସନ୍ଧା ୬ଟା ମୁଖ୍ୟ ଖବର

ଆଇପିଏଲ : କୋଲକାତା ନାଇଟରାଇଡର୍ସ ଆଗରେ ୧୬୨ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ..

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଭାରତର ସତର୍କବାଣୀ, ହେଲ୍ପଲାଇନ ନମ୍ବର ଜାରି..

- Advertisement -

ମାଲକାନଗିରି: ୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’.. କାଳିମେଳା ଥାନା ତୁମ୍ବାଗୁଡ଼ା ଗାଁରେ ଅଭାବନୀୟ ଘଟଣା.. ନିଶାଶକ୍ତ ଅବସ୍ଥାରେ ମହିଳା ଜଣକ ପିଟିପିଟି ମାରିଥିବା ଅଭିଯୋଗ.. ଶିଶୁଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମହିଳା ଜଣକ ଥାନାରେ ଅଟକ..

ଆତଙ୍କୀ ଧମକ.. ଆମେରିକାରେ ଭାରତୀୟ ବଂଶୋଦ୍ଭବ ମହିଳା ଗିରଫ..

ଭଦ୍ରକ: ଡିଭାଇଡରକୁ ଧକ୍କା ଦେଲା କାର୍‌, ବାପା-ଝିଅ ମୃତ.. ଏନଏଚ ୧୬ ଯଶଟିକିରି ଛକ ନିକଟରେ ମୁର୍ମନ୍ତୁଦ ଦୁର୍ଘଟଣା.. ଚାଳକ ସମେତ ୩ ଗୁରୁତର ଭଦ୍ରକ ମେଡିକାଲରେ ଭର୍ତ୍ତି..

ନିର୍ବାଚନୀ ରାଲି ବେଳେ ପଥର ମାଡ଼, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆହତ..

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାଧାରଣ ନିର୍ବାଚନ ପାଇଁ ଦଳୀୟ ସଂକଳ୍ପ ପତ୍ର ଉନ୍ମୋଚନ କଲେ ବରିଷ୍ଠ ନେତା ନରେନ୍ଦ୍ର ମୋଦୀ.. ସଂକଳ୍ପ ପତ୍ରରେ ପାଇପ ଯୋଗେ ଶସ୍ତାରେ ଗ୍ୟାସ, ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ, ୩ କୋଟି ଆବାସ ନିର୍ମାଣ ଓ ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରିବା ଭଳି ସଂକଳ୍ପ ରହିଛି..

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories