www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସୁପ୍ରିମକୋର୍ଟ ରେଜିଷ୍ଟ୍ରିରୁ ଆସିଥିବା ଡିଜିଟାଇଜଡ୍ ତଥ୍ୟ ଦେଲା ଇସିଆଇ.. ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ଡିଜିଟାଇଜଡ୍ ତଥ୍ୟ ଦାଖଲ କଲା ଇସିଆଇ.. କେଉଁ ଦଳକୁ କେତେ ଅନୁଦାନ ମିଳିଛି ଓ ତାହାର ବ୍ୟାଙ୍କ ସମ୍ପର୍କିତ ଅଧିକ ତଥ୍ୟ ଅପଲୋଡ..

ମାଲକାନଗିରି: ଷଷ୍ଠ ଶ୍ରେଣୀ ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର.. ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀନିବାସର ଶୌଚାଳୟରୁ ଉଦ୍ଧାର.. ମୃତ୍ୟୁର କାରଣ ଅସ୍ପଷ୍ଟ, ହତ୍ୟା ଅଭିଯୋଗ ଆଣିଲେ ପରିବାର..

- Advertisement -

ରାୟଗଡ଼ା: ୫ରୁ ନିଖୋଜ ନାବାଳିକାର ମୃତଦେହ ନର୍ସରୀରୁ ଉଦ୍ଧାର.. ମୃତ ନାବାଳିକ ଜଣଙ୍କ ମୁନିଗୁଡ଼ା ଥାନା ବାଇନିବସା ଗାଁର..

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ଖଟଲାପଦର ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି.. ୨ ମୃତ, ୩୦ରୁ ଊର୍ଦ୍ଧ୍ବ ଆହତ..

ବିଜେଡିରେ ସାମିଲ ହେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ..

ଭୁବନେଶ୍ବରରେ ଦୁଇ ନକଲି ଇଡି ଅଧିକାରୀଙ୍କୁ ଧରିଲା କ୍ରାଇମବ୍ରାଞ୍ଚ.. ଛତ୍ରପୁର ଉପଜିଲାପାଳଙ୍କ ଅଭିଯୋଗ ଆଧାରରେ ଉଭୟ ଗିରଫ..

ଆରପାରିରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ ପ୍ରତିହାରୀ.. ମୁମ୍ବଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ଦେହାନ୍ତ..

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଦୁଇଟି ସମନ.. ଅବକାରୀ ନୀତି ଓ ଜଳ ବୋର୍ଡ ମାମଲାରେ ପୃଥକ୍ ସମନ.. ଅବକାରୀ ମାମଲାରେ ନବମ ସମନ, ୨୧ରେ ହାଜର ହେବାକୁ ନୋଟିସ୍..

ପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ , ୭ ମୃତ..

ୟୁକ୍ରେନ୍‌ର ଆକ୍ରମଣ ବୃଦ୍ଧି ପରେ ସ୍କୁଲ, କଲେଜ୍ ଓ ମଲ୍ ବନ୍ଦ କଲା ରୁଷ୍‌.. ମଙ୍ଗଳବାର ଯାଏଁ ଶିକ୍ଷାନୁଷ୍ଠାନ ସହ ମଲ୍ ବନ୍ଦ..

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories