www.samajalive.in
Wednesday, December 10, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା.. ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ କଲେ କଟକ ବିବାହ ପଞ୍ଜିକରଣ ଅଧିକାରୀ.. ପ୍ରତ୍ୟୁଷାଙ୍କୁ ଏବେ ବିବାହ କରିପାରିବେ ନାହିଁ ବିଜୟ ଶଙ୍କର..

ଇଣ୍ଡିଆ ମେଣ୍ଟରେ ମତାନ୍ତର.. ବୁଧବାର ହେବାକୁ ଥିବା ବୈଠକ ବାତିଲ.. ଦୁଇ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେବାକୁ ମନା କଲେ..

- Advertisement -

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷକୁ ଗୁଳିକରି ହତ୍ୟା..

ଖୁବଶୀଘ୍ର ରାଜ୍ୟର ଆୟୁଷ ହସ୍ପିଟାଲଗୁଡ଼ିକର ନବକଳେବର.. ଖର୍ଚ୍ଚ ହେବ ୧୫୭ କୋଟି ଟଙ୍କା..

ରେବନ୍ତ ରେଡ୍ଡୀ ହେବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ.. ଡିସେମ୍ବର ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ..

ଜିଲ୍ଲା ଦାବି ନେଇ ୭ରେ ଟିଟିଲାଗଡ଼ ବନ୍ଦ..

ପ୍ରଥମାଷ୍ଟମୀ : ଘରେ ଘରେ ଏଣ୍ଡୁରି ପିଠାର ଆସର..

ପ୍ରେମିକାଙ୍କ ଘରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର.. ଶିଶୁପାଳଗଡ ନିକଟ ଏକ ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର..

ଆଜି ସରିବ କଟକ ଐତିହାସିକ ବାଲିଯାତ୍ରା..

ବାତ୍ୟା ମିଗଜୋମ୍‌‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା.. ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲାରେ ଡିସେମ୍ବର ୬ରେ ସମସ୍ତ ସ୍କୁଲ ଛୁଟି..

ମଙ୍ଗଳବାର ସଂସଦର ଶୀତକାଳୀନ ଅଧିବେଶନର ୨ୟ ଦିନ..

ସ୍ଥଳଭାଗ ଛୁଇଁଲା ଭୀଷଣ ବାତ୍ୟା ମିଗ୍‌‌ଜୋମ୍‌‌.. ଦନ୍ଧିଣ ଆନ୍ଧ୍ରର ବାପାଟ୍‌‌ଲାରେ କଲା ଲ୍ୟାଣ୍ଡଫଲ୍‌‌.. ପାଣିପାଗ ବିଭାଗର ସୂଚନା..

‘ମିଗଜୋମ’ ପ୍ରଭାବ.. ତାମିଲନାଡୁ, ପୁଡୁଚେରୀରେ ୮ ମୃତ..

ଜୋର୍ ଧରିଲା ଜିଲ୍ଲା ଦାବି.. ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories