www.samajalive.in
Sunday, December 7, 2025
14.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଜ୍ୟସ୍ତରୀୟ ୭୫ତମ ବନ ମହୋତ୍ସବ ପାଳନ..

ଚଳିତ ବର୍ଷ ରାଜ୍ୟରେ ୫କୋଟି ଗଛ ଲଗାଯିବା..

- Advertisement -

ବୃକ୍ଷରୋପଣ ନେଇ ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁଙ୍କ ସୂଚନା..

୧୮ ମାସିଆ ପରିବର୍ତ୍ତେ ୩୦ ମାସିଆ ଚାରା ଯୋଗାଇ ଦିଆଯିବ..

ଖୋର୍ଦ୍ଧା: ଲାଞ୍ଚ ନେଇ ଧରାପଡିଲେ ଆରଆଇ..

୨୦ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଆରଆଇ..

ନଖ କାଟିବାର ଶୁଭ ଦିନ ଓ ସମୟ; ପାଳନ କଲେ ହଠାତ୍ ହୁଏ ଧନ ପ୍ରାପ୍ତି, ବଢେ ସୌନ୍ଦର୍ଯ୍ୟ..

ବେଗୁନିଆ ବ୍ଲକ ସିକୋ ଆରଆଇ ବିଶେଶ୍ୱର ରାୟବେହେରାଙ୍କୁ ଧରିଲା ଭିଜିଲାନ୍ସ..

ବବି ଦାସଙ୍କ ନାଁରେ ଲିଖିତ ଅଭିଯୋଗ..

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଲିଖିତ ଅଭିଯୋଗ..

କ୍ୟାପିଟାଲ ଥାନାରେ ଅଭିଯୋଗ କଲେ ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି..

ସରକାରୀ ବାସଭବନରେ ଅନୁମତି ନନେଇ ନିର୍ମାଣ କରିଥିବା ଅଭିଯୋଗ..

ସ୍ବତନ୍ତ୍ର କମିଟି ଗଢି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଭିଯୋଗପତ୍ରରେ ଦାବି..

ନିଟ୍‍-ପିଜି ୨୦୨୪ର ସଂଶୋଧିତ ପରୀକ୍ଷାସୂଚୀ ପ୍ରକାଶ..

ଅଗଷ୍ଟ ୧୧ରେ ନିଟ୍‍-ପିଜି..

ଅଗଷ୍ଟ ୧୧ରେ ଦୁଇଟି ସିଫ୍ଟରେ ହେବ ପରୀକ୍ଷା..

ଏନବିଇ ପକ୍ଷରୁ ତାରିଖ ପ୍ରକାଶ..

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories