ସରିଲା ନବଦିନାତ୍ମକ ଯାତ୍ରା, ବଡ ଦେଉଳକୁ ବାହୁଡିଲେ ତିନି ଠାକୁର..
ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ ଶ୍ରୀଜଗନ୍ନାଥ..
ଆଜିଠୁ ମିଳିବ ନୀଳାଚଳ ଅବଢା..
ଭୁବନେଶ୍ଵର: ପ୍ରକାଶ ପାଇଲା ଯୁକ୍ତ କଟ୍ ଅଫ ମାର୍କ..
କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ଶୀର୍ଷରେ..
ରେଭେନ୍ସାରେ ବିଜ୍ଞାନ-୯୧.୫ ପ୍ରତିଶତ, କଳା-୭୫.୧୭ ପ୍ରତିଶତ ଓ ବାଣିଜ୍ୟ- ୭୭ ପ୍ରତିଶତ..
ବଲାଙ୍ଗୀର: ବଲାଙ୍ଗୀର ଜିଲା ଲାଖପାଲିରେ ଝାଡ଼ାବାନ୍ତି ଯୋଗୁ ୨ ଜଣଙ୍କ ମୃତ୍ୟୁ..
ଦୂଷିତ ଜଳ ଯୋଗୁ ଝାଡ଼ାବାନ୍ତି ବ୍ୟାପିଥିବା ସୂଚନା..
ରବିବାର ଗୁରୁ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ ;ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ବଡ ସଫଳତା..
ଭୁବନେଶ୍ଵର: ବଦଳିଲା କ୍ରୀଡ଼ା ପୁରସ୍କାର ନାଁ..
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ରାଜ୍ୟ କ୍ରୀଡ଼ା ପୁରସ୍କାର..
କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ..
ଭୁବନେଶ୍ଵର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ..
ସୂଚନା ଦେଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ..
ହୀରାକୁଦ ଜଳଭଣ୍ଡାରରେ କ୍ଷମତାଠାରୁ ୧୧ ଫୁଟ ତଳେ ରହିଛି ଜଳସ୍ତର..
ଆଗାମୀ ଦୁଇଦିନ ବର୍ଷା ହେଲେ ଜଳଭଣ୍ଡାର ସ୍ଥିତି ସୁଧୁରିବ ବୋଲି କହିଲେ ସର୍ବୋଚ୍ଚ ଯନ୍ତ୍ରୀ..
ଆମାଜନ୍ ସେଲ୍ ଆରମ୍ଭ; ମିଳୁଛି ୮୦ ପ୍ରତିଶତ ରିହାତି, ତାଲିକାରେ ଅଛି ଆଇଫୋନ, ମାତ୍ର ୨ ଦିନ ପାଇଁ..
ନୂଆଦିଲ୍ଲୀ: ନିଟ୍ ୟୁଜି ଫଳାଫଳ ଓ୍ବେବସାଇଟରେ ପ୍ରକାଶ..
ସୁପ୍ରିମକୋର୍ଟଙ୍କ ଡେଡ୍ଲାଇନ ଅନୁସାରେ ନିଜ ଓ୍ବେବସାଇଟରେ ପରୀକ୍ଷା ଫଳ ପ୍ରକାଶ କଲା ଏନଟିଏ..
ସହରଓ୍ବାରୀ ଏବଂ କେନ୍ଦ୍ରଓ୍ବାରୀ ଫଳାଫଳ ପ୍ରକାଶ ପାଇଲା..
ସୁନ୍ଦରଗଡ : ଏଟିଏମ କାଟି ଲୁଟି ନେଲେ ୬ ଲକ୍ଷ ଟଙ୍କା..
ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ ବୈଠକରେ ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପ ପାରିତ..



