www.samajalive.in
Wednesday, December 10, 2025
23.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

କଟକ ଦେଉଳସାହିରେ ଏନଆଇଏର ୩ ଜଣିଆ ଟିମ୍‌ର ପଚରାଉଚରା.. ରଞ୍ଜିତ ଭୋଳଙ୍କ ଘରେ ୨ ଘଣ୍ଟା ପଚରାଉଚରା.. ପହଲ୍‌ଗାମ୍‌ ଆତଙ୍କୀ ଆକ୍ରମଣବେଳେ ଉପସ୍ଥିତ ଥିଲେ.. ବର୍ବର କାଣ୍ଡକୁ ନିଜ ଆଖିରେ ଦେଖିଥିଲେ ରଞ୍ଜିତ ଭୋଳ.. ସୌଭାଗ୍ୟବଶତଃ ଜୀବନ ବଞ୍ଚାଇ ଫେରି ଆସିଥିଲେ..

ଖେଳ, ମନୋରଞ୍ଜନ ମାଧ୍ୟମରେ ପିଲାମାନଙ୍କୁ ଦିଆଯିବ ଶିକ୍ଷା.. ଶିଶୁ ବାଟିକା, ପ୍ରଥମ ଓ ୨ୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି’.. ଲୋକସେବା ଭବନରେ ‘ଯାଦୁପେଡି’ ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

- Advertisement -

ମେ’ ୨ଯାଏଁ କାଳବୈଶାଖୀ ବର୍ଷା.. ଆଜି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବିଜୁଳି, ଘଡଘଡି ସହ ବର୍ଷା.. ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଅନୁଗୁଳ ଓ ଢେଙ୍କାନାଳକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି..

ପହଲଗାମ୍‌ ଆକ୍ରମଣ ପରେ କାଶ୍ମୀରର ୮୭ଟି ପର୍ଯ୍ୟଟନସ୍ଥଳ ମଧ୍ୟରୁ ୪୮ ପର୍ଯ୍ୟଟନସ୍ଥଳୀକୁ ସାମୟିକ ବନ୍ଦ କଲେ ସରକାର.. ଅନ୍ୟ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ିଲା..

ପହଲଗାମ୍‌ ଗଣହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀ ପାକ୍‌ ସେନାର ପୂର୍ବତନ କର୍ମଚାରୀ.. ପାକିସ୍ତାନ ସେନାର ସ୍ଵତନ୍ତ୍ର ବାହିନୀରେ ସେ କାର୍ଯ୍ୟ କରୁଥିଲା.. ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ..

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories