ଅପରାହ୍ଣ ୪ଟା ମୁଖ୍ୟ ଖବର

ଦକ୍ଷିଣ ଗାଜାରେ ଇସ୍ରାଏଲର ଆକ୍ରମଣ..

୪୫ ପାଲେଷ୍ଟାଇନ ନାଗରିକ ମୃତ..

ସଂସଦ ଉପରେ ଆକ୍ରମଣ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁନର ଧମକ..

୨୪ ଘଣ୍ଟା କୋହଲା ପାଗ…

କୋରାପୁଟ ଜିଲା ପଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା..

୨୪ ଘଣ୍ଟାରେ ପଟାଙ୍ଗୀ ବ୍ଲକରେ ୧୦୬ ମିିମି ବର୍ଷା ରେକର୍ଡ..

ପଟାଙ୍ଗୀରେ ସର୍ବାଧିକ ବର୍ଷା..

ତୀର୍ଥରେ ଗଲେ ୯୭୦ ବରିଷ୍ଠ ନାଗରିକ..

ସମ୍ବଲପୁର ଷ୍ଟେସନରୁ ଯାତ୍ରା କଲେ ୮ ଜିଲାର ବରିଷ୍ଠ ନାଗରିକ..

ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ମିଗ୍‌‌ଜୋମ ..

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା..

ମାଲକାନଗିରି , କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ..

ବାତ୍ୟା ମିଗ୍‌‌ଜୋମ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା, ୧୭ ମୃତ..

ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଡିସେମ୍ବର ୭ରେ ଶପଥ ନେବେ ରେବାନ୍ତ ରେଡ୍ଡୀ..

 

 

Comments are closed.