ଝାରସୁଗୁଡା : ମେ’୧୦ରେ ଝାରସୁଗୁଡା ଉପନିର୍ବାଚନ ..
ଝାରସୁଗୁଡା ଉପନିର୍ବାଚନ ନେଇ ସିଇସିଙ୍କ ଘୋଷଣା..
ଏପ୍ରିଲ ୧୩ରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି..
ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ.. ୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର..
ମେ’୧୦ରେ ଭୋଟ ଗ୍ରହଣ.. ମେ’ ୧୩ରେ ଭୋଟ ଗଣତି.. ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଖାଲି ପଡିଛି ଝାରସୁଗୁଡା ଆସନ..
ଆଦାନୀ ପ୍ରସଙ୍ଗରେ ଲୋକସଭାରେ ହଟ୍ଟଗୋଳ… ଏପ୍ରିଲ ୩ ଯାଏଁ ଗୃହ ମୁଲତବୀ..
ମେ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ .. ୧୩ରେ ଗଣତି ..
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୫ କୋଟି ୨୧ ଲକ୍ଷ ମତଦାତା .. ୧୬ ହଜାର ୯୭୬ ଜଣ ଶତାୟୁ ଭୋଟର ..
ଚଳିତ ବିଧାନସଭା ନିର୍ବାଚନରେ ୫୮ ହଜାରରୁ ଅଧିକ ବୁଥରେ ଭୋଟ ଗ୍ରହଣ କରାଯିବ..
ଝାରସୁଗୁଡା ଟାଉନ ଥାନାର ସରବାହାଲରୁ ଅପହୃତ ନାବାଳକଙ୍କ ହତ୍ୟା .. ୨ ଗିରଫ..



