ସାଲେପୁରରେ ଅଭାବନୀୟ ଘଟଣା.. ସ୍ୱାମୀଙ୍କୁ ନିର୍ଦ୍ଦୋଷ କହି ଥାନା ଆଗରେ ନିଜ ଦେହରେ ନିଆଁ ଲଗାଇଲେ ମହିଳା..
ୱାଇ.ବି ଖୁରାନିଆ ହେଲେ ନୂଆ ଡିଜିପି.. ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି.. ୧୯୯୦ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ୱାଇ.ବି ଖୁରାନିଆ..
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ.. ୨୪ ଘଣ୍ଟାରେ ବିସ୍ତୃତି ବର୍ଷା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା.. ଉତ୍ତର ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷିବ..
ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର.. ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା.. ଚର୍ଚ୍ଚିତ ଫିଲ୍ମ କାନ୍ତାରା ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହେଲେ ରିଷବ.. ନିତ୍ୟା ମେନନ୍ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ.. ତିରୁଚିତ୍ରାମ୍ବଲମ ପାଇଁ ନିତ୍ୟା ଓ କଚ୍ଛ ଏକ୍ସପ୍ରେସ୍ ପାଇଁ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ମନୋନୀତ.. ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର.. ‘ଗୁଲମୋହର’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର..
ବର୍ଷା ଦିନେ ଏମିତି ଚଲାନ୍ତୁ ଏସି ; ଖୁବ୍ କମ୍ ଆସିବ ବିଜୁଳି ବିଲ୍..
ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ.. ଜାମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ନେଇ ସାମ୍ବାଦିକ ସମ୍ମିଳନୀ.. ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ତାରିଖ ଘୋଷଣା.. ୩ଟି ପର୍ଯ୍ୟାୟରେ ହେବ ଜମ୍ମୁ-କାଶ୍ମୀର ଭୋଟ୍ ଗ୍ରହଣ.. ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫, ଅକ୍ଟୋବର ୧ରେ ଭୋଟ୍ ଗ୍ରହଣ.. ଅକ୍ଟୋବର ୪ରେ ଜମ୍ମୁ-କାଶ୍ମୀର ନିର୍ବାଚନ ଭୋଟ ଗଣତି.. ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର..
ହରିୟାଣା ବିଧାନସଭା ନିର୍ବାଚନ ତାରିଖ ଘୋଷଣା.. ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ.. ଅକ୍ଟୋବର ୪ରେ ହରିୟାଣା ବିଧାନସଭା ଭୋଟ୍ ଗଣତି..



