ବର୍ଷା ଦିନେ ଏମିତି ଚଲାନ୍ତୁ ଏସି ; ଖୁବ୍‌ କମ୍‌ ଆସିବ ବିଜୁଳି ବିଲ୍‌..

ନୂଆଦିଲ୍ଲୀ : ରାଜ୍ୟ ସହ ଦେଶର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ବର୍ଷା ଦିନରେ ପ୍ରାୟତଃ ଅଧିକାଂଶ ସମୟରେ ଗୁଳୁଗୁଳି ଅନୁଭବ ହୋଇଥାଏ। ଏସି ବ୍ୟବହାର କରିବା ଦ୍ୱାରା ଏଥିରୁ ଆଶ୍ୱସ୍ତି ମିଳିଥାଏ । ମାତ୍ର ବର୍ଷା ଦିନେ କିଭଳି ଏସି ଚଲାଇବା ଉଚିତ୍‌, ତାହା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଥାଏ । ଏହାଦ୍ୱାରା ଥଣ୍ଡା କମ୍‌ ଲାଗିବା ଦ୍ୱାରା ବିଜୁଳି ବିଲ୍‌ ମଧ୍ୟ କମ୍‌ ଆସିଥାଏ । ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଶନି … Continue reading ବର୍ଷା ଦିନେ ଏମିତି ଚଲାନ୍ତୁ ଏସି ; ଖୁବ୍‌ କମ୍‌ ଆସିବ ବିଜୁଳି ବିଲ୍‌..