ବଡ଼ ଖବର:
# ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିବେ।
# ଜାତୀୟ କ୍ରୀଡ଼ା ଦିବସ ଅବସରରେ ହକି ଯାଦୁଗରଙ୍କୁ ଶ୍ରଦ୍ଧାଞ୍ଜଳି
# କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପାକିସ୍ତାନର କୌଣସି ଅଧିକାର ନାହିଁ କହିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ
# ବିହାର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଏକ ୭ଜଣିଆ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ ରାଜ୍ୟକୁ ୩ଦିନ ଗସ୍ତରେ ଯାଇଛନ୍ତି
# ୨୦୨୪ ସୁଦ୍ଧା ଦେଶକୁ ୫ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରାଯିବା ପାଇଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଦୋହରାଇଛନ୍ତି।
# ଆସାମ ଜାତୀୟ ନାଗରିକ ପଞ୍ଜିକା ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ।
ଆଞ୍ଚଳିକ:
# ଆସନ୍ତା ୬ ତାରିଖରେ ଓଡ଼ିଶା ଫେରିବେ ଦିଲ୍ଲୀ ଏମ୍ସ୍ରେ ଚିକିତ୍ସାଧୀନ ଥିବା ଜଗା କାଳିଆ, କଟକ ବଡ଼ ଡାକ୍ତରଖାନାରେ ସ୍ୱତନ୍ତ୍ର କ୍ୟାବିନ୍ରେ ରହିବେ।
# ଜାତୀୟ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି।
# ଶ୍ରୀମନ୍ଦିର ଚତୁର୍ପାଶ୍ୱର୍ରେ ଉଚ୍ଛେଦ ପ୍ରକ୍ରିୟା ଜାରି, ଏମାର୍ ମଠ ଉଚ୍ଛେଦ ବେଳେ ମିଳିଲା ଗୁପ୍ତ କୋଠରିର ସନ୍ଧାନ।
# ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା।
ଜାତୀୟ :
# ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିବେ।
# ଜାତୀୟ କ୍ରୀଡ଼ା ଦିବସ ଅବସରରେ ହକି ଯାଦୁଗରଙ୍କୁ ଶ୍ରଦ୍ଧାଞ୍ଜଳି
# ଆସନ୍ତା ଦୁଇ ତିନିମାସ ମଧ୍ୟରେ ରାଜ୍ୟର ଯୁବକଯୁବତୀମାନଙ୍କୁ ପ୍ରାୟ ୫୦ହଜାର ସରକାରୀ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି।
# କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପାକିସ୍ତାନର କୌଣସି ଅଧିକାର ନାହିଁ କହିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ
# ବିହାର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଏକ ୭ଜଣିଆ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ ରାଜ୍ୟକୁ ୩ଦିନ ଗସ୍ତରେ ଯାଇଛନ୍ତି
# ୨୦୨୪ ସୁଦ୍ଧା ଦେଶକୁ ୫ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରାଯିବା ପାଇଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର।
# ଆସାମ ଜାତୀୟ ନାଗରିକ ପଞ୍ଜିକା ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ।
ଆନ୍ତର୍ଜାତୀୟ :
# ହଂକଂରେ ଚୀନ ପକ୍ଷରୁ ନୂତନ ସେନା ମୁତୟନ



