ଦିନ ୪ଟା ମୁଖ୍ୟ ଖବର
ପାର୍ବଣ ଋତୁ ପାଇଁ ଗାଇଡ଼ଲାଇନ୍ ଜାରି କଲେ ରାଜ୍ୟ ସରକାର : ବିନା ଭକ୍ତରେ ହେବ ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା
ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି, ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ହୋଇପାରିବ ପୂଜା
ବରିଷ୍ଠ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ
ଏକ କେଜିରୁ ଅଧିକ ବ୍ରାଉନସୁଗାର ଜବତ ; ୬ ଗିରଫ
କ୍ଷୁଦ୍ର ବ୍ୟବସାୟୀ ଓ କାରିଗରଙ୍କୁ ସମର୍ଥନ ଯୋଗାଇବେ ଆଇଆଇଏମ୍ ସମ୍ବଲପୁର ଓ ଫ୍ଲିପକାର୍ଟ
ଅମୃତସରରେ ଡ୍ରୋନରୁ ପକାଯାଇଥିବା ବିସ୍ଫୋରକ ଓ ଗୁଳିଗୋଳା ଜବତ, ଅଗଷ୍ଟ ୧୫ ପୂର୍ବରୁ ବଡ଼ ଧରଣର ଆକ୍ରମଣ ଉଦ୍ୟମ ପଣ୍ଡ
ଅମ୍ଳଜାନ ସଂରକ୍ଷଣ ଓ ସଚେତନତା ବୃଦ୍ଧି ପାଇଁ ନୂତନ ପ୍ରୟାସ
‘ଭାରତ ଯୋଡୋ’ କାର୍ୟ୍ୟକ୍ରମରେ ସାମ୍ପ୍ରଦାୟିକ ସ୍ଲୋଗାନ
ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣା ; ରାସ୍ତା କଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ , ୮ ମୃତ
ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ
ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୯ ; ରାଜ୍ୟରେ କରୋନା ଜନିତ ମୃତ୍ୟୁ ୬୫୦୧
ରାଜ୍ୟରେ ଦିନକ ମଧ୍ୟରେ ୮୮୬ ନୂଆ ସଂକ୍ରମିତ ; ସଂଗରୋଧରୁ ୫୧୨ ଓ ସ୍ଥାନୀୟ ସଂକ୍ରମିତ ୩୭୪
ରାଜ୍ୟରେ ଦିନକ ମଧ୍ୟରେ ୧୪୬୩ ସୁସ୍ଥ ହୋଇଥିବାବେଳେ ୧୧୪୮୬ ଜଣ ସକ୍ରିୟ ସଂକ୍ରମିତ
ରାଜ୍ୟ କ୍ୟାବିନେଟ୍ ଆଜି : ହକି ଲାଗି ସ୍ବତନ୍ତ୍ର ପଦକ୍ଷେପ!
ଆଜି ୟୁଏନ୍ଏସ୍ସି ବୈଠକରେ ଅଧ୍ୟକ୍ଷତା କରିବେ ମୋଦୀ
ବାଂଲାଦେଶରେ ହିନ୍ଦୁ ମନ୍ଦିର, ଦୋକାନ ଓ ହିନ୍ଦୁଙ୍କ ଉପରେ ଆକ୍ରମଣ; ୧୦ ଗିରଫ
ଦେଶରେ ଦିନକ ମଧ୍ୟରେ ୩୫,୪୯୯ ନୂଆ ସଂକ୍ରମିତ ଚିହ୍ନଟ
ଗୋଟିଏ ଦିନରେ ୩୯,୬୮୬ ଜଣ ସୁସ୍ଥ ; ଆରୋଗ୍ୟ ହାର ୯୭.୪୦%
ଦେଶରେ ମୋଟ ୩,୧୧,୩୯,୪୫୭ ଜଣ କରୋନା ରୋଗୀ ସୁସ୍ଥ
ସଂପ୍ରତି ୪,୦୨,୧୮୮ ଜଣ ସକ୍ରିୟ ରୋଗୀ ରହିଛନ୍ତି
ଦେଶରେ ଦୈନିକ ସଂକ୍ରମଣ ହାର ୨.୫୯% ଏବଂ ସାପ୍ତାହିକ ହାର ୨.୩୫%
ରବିବାର ସଂଧ୍ୟା ସୁଦ୍ଧା ମୋଟ ୪୮.୧୭ କୋଟି ନମୁନା ପରୀକ୍ଷା କରାଯାଇସାରିଛି
ସେହି ସମୟ ମଧ୍ୟରେ ୫୦.୮୬ କୋଟି ପାନ ଟିକା ଦିଆଯାଇଛି
କୁନ୍ଦୁଜ ସମେତ ଆଉ ୩ ଆଫଗାନ ସହର ତାଲିବାନ ଦଖଲରେ
Comments are closed.