www.samajalive.in
Saturday, December 6, 2025
19.1 C
Bhubaneswar

ଦିନ ୪ଟା ମୁଖ୍ୟ ଖବର

କୁବେର ପିଏସ୍ ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା ରୁଜୁ

ମହାମାରୀ ସତ୍ତ୍ୱେ ବ୍ଲୁ ଡାର୍ଟର ଉତ୍ତମ ପ୍ରଦର୍ଶନ

- Advertisement -

ଟୋକିଓ ଅଲିମ୍ପିକ୍: ପୁରୁଷ ହକିରେ ଭାରତ-ବ୍ରିଟେନ୍‌ କ୍ବାର୍ଟର ଫାଇନାଲ ମୁକାବିଲା ଆଜି

ଦିଲ୍ଲୀ ଏନସିଆରରେ ବର୍ଷା ; ଅନେକ ସ୍ଥାନ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦାବି

କ୍ୟାଡ଼ର ମାଓବାଦୀ ଆଏତୁ କୋର୍ସାର ଆତ୍ମସମର୍ପଣ, ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପିଙ୍କ ନିକଟରେ ଆତ୍ମସମର୍ପଣ

ଭାରତକୁ ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଦାୟିତ୍ବ

ଦେଶରେ ଦିନକରେ ଆଉ ୪୧,୮୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ମୋଟ ପଜିଟିଭ ସଂଖ୍ୟା ୩,୧୬,୫୫,୮୨୪କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୪,୩୫୧

୨୪ ଘଣ୍ଟାରେ ଆଉ ୩୯,୨୫୮ ସୁସ୍ଥ ହୋଇଥିବା ବେଳେ ମୋଟ ୩,୦୮,୨୦,୫୨୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ; ସୁସ୍ଥତା ହାର ୯୭.୩୬%

ଏବେ ଦେଶରେ ୪,୧୦,୯୫୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୧.୩୦%

ସପ୍ତାହିକ ସଂକ୍ରମଣ ହାର ୫% ତଳକୁ ରହିଥିବା ବେଳେ ବର୍ତ୍ତମାନ ଏହା ୨.୪୨%

ଦୈନିକ ପଜିଟିଭ ହାର ୨.୩୪%

ଦିନକରେ ୬୦,୧୫,୮୪୨ ଟିକା କରଣ ହୋଇଥିବା ବେଳେ ଏଯାଏଁ ୪୭,୦୨,୯୮,୫୯୬ ଟିକା କରଣ ହୋଇସାରିଛି

୨୪ ଘଣ୍ଟାରେ ୧୭,୮୯,୪୭୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୬,୮୨,୧୬,୫୧୦ ନମୁନା ପରୀକ୍ଷା କରାଯାଇ ସାରିଛି

ଅଗଷ୍ଟ ୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ଅସହ୍ୟ ହେଲା ମା’ ଅତ୍ୟାଚାର, ଥାନାରେ ଭାଇଭଉଣୀ ; ଚନ୍ଦ୍ରଶେଖରପୁର ଥାନାରେ ଏତଲା

ଦିନକୁ ସାଢ଼େ ୩ଲକ୍ଷ ଟିକାକରଣ କର: ଏସିଏସ୍‌

ରାଜ୍ୟରେ ଆଉ ନୂଆ ସଂକ୍ରମିତ ୧୪୩୭ ; ସଙ୍ଗରୋଧରୁ ୮୩୨, ସ୍ଥାନୀୟ ୬୦୫, ଖୋର୍ଦ୍ଧାରୁ ସର୍ବାଧିକ ୪୦୯

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୮,୭୦୫କୁ ବୃଦ୍ଧି

୯,୫୬,୮୨୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

୧୫,୮୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ରାଜ୍ୟରେ ଆଉ ୬୪ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୫୯୬୬

ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ

ସଂସଦ ଅଚଳ, କ୍ଷତି ୧୩୩ କୋଟି

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମିଜୋରାମ ପୁଲିସର ଏତଲା

ମହିଳା ହକି: ବନ୍ଦନାଙ୍କ ହ୍ୟାଟ୍ରିକ୍‌, କ୍ବାର୍ଟରରେ ଭାରତ

ମହିଳା ଡିସ୍‌କସ୍‌: ଫାଇନାଲରେ କମଲପ୍ରୀତ୍‌

ଶତାୟୁ ଧାବିକା ମନ୍‌ କୌରଙ୍କ ଦେହାନ୍ତ

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories