() କିଟ୍ ପାଇଁ ପୁଣି ବଢିଲା ଅଡୁଆ…ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍ କୁ ହାଇକୋର୍ଟଙ୍କ ନୋଟିସ୍….
() କଟକରେ ଭଙ୍ଗାଯିବ ସମସ୍ତ ବିପଦସଂକୁଳ କୋଠା..କଟକ ମଣିସାହୁ ଛକରେ ଆପାର୍ଟମେଣ୍ଟ ତାଜା ଭୁଶୁଡିବା ଘଟଣା ପରେ ଚେତିଲା ସରକାର…
() ଭୁବନେଶ୍ଵରରେ ମର୍ମନ୍ତୁଦ ଦୁର୍ଘଟଣା… ଡିଭାଇଡରରେ ପିଟିହେଲା ବାଇକ, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ….
() ନୂଆପଡା ଜିଲ୍ଲାରେ କଲରାପତରିଆ ବାଘ ଆତଙ୍କ… ୧୫ଟି ମେଣ୍ଢା ମୃତଦେହ ଉଦ୍ଧାର…
() ବାଂଶପାଳରେ ହାତୀ ଆକ୍ରମଣରେ ଯୁବକ ମୃତ… ଧାନ ଜଗିଥିବାବେଳେ ଚାଲିଗଲା ଜୀବନ…



