www.samajalive.in
Thursday, December 11, 2025
15.1 C
Bhubaneswar

ସଂଘବଦ୍ଧ ଆକ୍ରମଣ, ୩ ଗିରଫ

କଲମପୁର: କଲମପୁର ଥାନା ଅନ୍ତର୍ଗତ ବାଣ୍ଡିଗାଁରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ନିର୍ବାଚନ ପୁଝାରୀ, ତ୍ରିଲୋଚନ ପୁଝାରୀ ଏବଂ ନରସିଂହ ପୁଝାରୀ।

ସୂଚନା ଅନୁସାରେ, କଲମପୁର ଥାନା ଅନ୍ତର୍ଗତ ବାଣ୍ଡିଗାଁଠାରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ମା’ ଲଙ୍କେଶ୍ୱରୀ ଦେବୀଙ୍କ ଏକ ଜମିକୁ ଜବରଦଖଲରୁ ମୁକ୍ତ କରିବା ଲାଗି ନୋଟିସ ଦେବା ପାଇଁ ବାଣ୍ଡିଗାଁ ମା’ ଲଙ୍କେଶ୍ୱରୀ ଦେବୀ ପରିଚାଳନା ଟ୍ରଷ୍ଟ କର୍ମକର୍ତ୍ତା ଜବରଦଖଲକାରୀଙ୍କ ଘରକୁ ଯାଇଥିଲେ। କିନ୍ତୁ ସେଠାରେ ଜବରଦଖଳକାରୀଙ୍କ ଅନୁପସ୍ଥିତିରେ ନିର୍ବାଚନ ପୁଝାରୀ, ତ୍ରିଲୋଚନ ପୁଝାରୀ ଏବଂ ନରସିଂହ ପୁଝାରୀ ସଂଘବଦ୍ଧ ଭାବେ ମଙ୍ଗରାଜ ପାତ୍ର, ଦୟାନିଧି ପାନ ଏବଂ ପରିକ୍ଷୀତ ନାଏକଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ମଙ୍ଗରାଜ ପାତ୍ର କଲମପୁର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବଡକୁଟୃ ପୁଲିସ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି ସୂଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories