ଦନ୍ତା ଆକ୍ରମଣରେ ୨ ମହିଳା ମୃତ .. ଅନୁଗୁଳ ବନଖଣ୍ଡ ବଡ଼କଣ୍ଟକୂଳ ଗାଁରେ ଘଟିଛି ଅଘଟଣ ..
ଘର ପାଖ ଆମ୍ବ ବଗିଚାକୁ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା..
ଭୁବନେଶ୍ୱର : ଟ୍ରେନ୍ ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା..
ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ଲଗାଇ ଜିଆରପିର ଛାନଭିନ୍..
ପରିଚୟ ଖୋଜି ଦେଲେ ନାମ ଗୋପନ ରଖି ପୁରସ୍କାର ପ୍ରତିଶ୍ରୁତି..
ଆଜି ୪ ଜିଲାରେ କାଳବୈଶାଖୀ ପ୍ରଭାବରେ ଝଡବର୍ଷା ସମ୍ଭାବନା..
ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲା ପାଇଁ ସତର୍କ ସୂଚନା ଜାରି..
ବିଜୁଳି ଘଡଘଡି ସହ ଝଡ ପବନ ଓ କୁଆପଥର ବର୍ଷା ସମ୍ଭାବନା..
ଫୁଲବାଣୀ ଖଜୁରିପଡାରୁ କଲରାପତରିଆ ବାଘ ଛାଲ ଜବତ.. ୨ ଗିରଫ
ବାଘ ଚମଡା ବିକ୍ରି ପାଇଁ ଡିଲ୍ ବେଳେ ଚଢଉ କରି ଧରିଲା ଏସଟିଏଫ..
ଧରାପଡିଥିବା ୨ ଜଣ ସମ୍ପର୍କରେ ଦାଦା-ପୁତୁରା ହୋଇଥିବା ନେଇ ସୂଚନା..



