www.samajalive.in
Sunday, December 7, 2025
23.1 C
Bhubaneswar

ମହିଳାଙ୍କ ଘରୁ ମିଳିଲା ୨୦କେଜି ସନୁଗହଣା ଓ ବ୍ୟାଗ ଭର୍ତ୍ତି ୫୦୦ଟଙ୍କିଆ ନୋଟ୍‌‌

ପୁରୀ: ପୁରୀ ଚନ୍ଦନପୁରରେ ମହିଳାଙ୍କ ଘରୁ ୨୦କେଜିର ସୁନାଗହଣା ମିଳିଛି। ଏହାସହିତ ଏକ ଟ୍ରଲି ବ୍ୟାଗ ଭର୍ତ୍ତି ନଗଦ ଟଙ୍କା ମଧ୍ୟ ପୁଲିସ ଠାବ କରିଛି। ଏକ ଠକେଇ ମାମଲାରେ ପୁଲିସ ଚଢ଼ାଉବେଳେ ଏହି ସୁନାଗହଣା ଓ ନଗଦ ଟଙ୍କା ପୁଲିସ ଠାବ କରିବାରେ ସଫଳ ହୋଇଛି। ମହିଳାଙ୍କ ଘରୁ ମିଳିଥିବା ୨୦କେଜି ଓଜନର ସୁନାଗହଣା ଓ ଟ୍ରଲି ବ୍ୟାଗ ଭର୍ତ୍ତି ୫୦୦ ଟଙ୍କିଆ ନୋଟ୍‌‌ ପୁଲିସ ଜବତ କରିଛି। ମହିଳାଙ୍କୁ ଥାନାକୁ ଆଣି ଅଟକ ରଖି ପୁଲିସ ପଚରାଉଚୁରା କରୁଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories