www.samajalive.in
Friday, December 12, 2025
27.1 C
Bhubaneswar

ବିଟ୍ରେନରେ ଜଣେ ଓଡ଼ିଆଙ୍କ ସମେତ ୨ଭାରତୀୟ ଡାକ୍ତରଙ୍କ କରୋନା ସଂକ୍ରମଣରେ ମୃତ୍ୟୁ

ଲଣ୍ଡନ : ବିଟ୍ରେନରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରଥିବା ୨ଜଣ ଭାରତୀୟ ଡାକ୍ତରଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ତେବେ କରୋନାରେ ସଂକ୍ରମିତ ଇଂଲଣ୍ଡରେ କାର୍ଯ୍ୟରତ ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଆଁ ଡାକ୍ତର ରାଧାରମଣ ଶର୍ମା। ସେ ଜଣେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଥିଲେ । ଏହା ପୂର୍ବରୁ କରୋନା ଭାଇରସ୍ (କୋଭିଡ-୧୯) କାରଣରୁ ମଧ୍ୟ ପ୍ରଦେଶର ଇନ୍ଦୋରରେ ଦୁଇ ଜଣ ଡାକ୍ତରଙ୍କ ପ୍ରାଣ ଯାଇଛି ।
ଡାକ୍ତର ରାଧାରମଣ ଶର୍ମାଙ୍କ ଘର କଟକର ମାରୱାଡି଼ପଟିରେ । ସେ ନିଜ ପରିବାର ସହ ଗତ କିଛି ବର୍ଷ ହେଲା ଇଂଲଣ୍ଡର କେଣ୍ଟରେ ରହୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ କଟକର ଷ୍ଟଆର୍ଟ୍ ସ୍କୁଲରେ ପାଠ ପଢ଼ିଥିଲେ ଓ ଏସ୍.ସି.ବି. ମେଡିକାଲ କଲେଜରୁ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories