ବାଇକ୍‍ ସହ ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ: ବାଇକ୍‍ ଯୋଗେ ୨ କିଲୋ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଟାଉନ ପୁଲିସ୍‍ ହାତରେ ୨ ଯୁବକ ଧରାପଡି ଗିରଫ ହୋଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୋଛାପଡା ଅଂଚଳର ପ୍ରିତିମୋହନ ଦିଗାଲ ଓ ନବିନ ଦିଗାଲ। ସେମାନଙ୍କ ବିରୋଧରେ ଏନଡିପିଏସରେ ୧୧୮/୨୦୨୦ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୁଶାନ୍ତ ସେଠୀ ସୂଚନା ଦେଇଛନ୍ତି।

Comments are closed.