www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

କେମିତି ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର..

ଆଜି ସ୍ପଷ୍ଟ ହେବ ଏସଓପି..

- Advertisement -

୧୪ରେ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିଶ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା..

ନନ୍ଦିଘୋଷ ରଥର ହେଲା ଦକ୍ଷିଣ ମୋଡ: ନବ ଦିନାତ୍ମକ ଯାତ୍ରାରେ ରଥ ଚଢି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ବିଜେ କରିଛନ୍ତି କାଳିଆ ସାଆନ୍ତ..

ସୋମବାର ବାହୁଡା ଯାତ୍ରାରେ ନୀଳକନ୍ଦର ଅଭିମୁଖେ ବାହୁଡିବେ ନୀଳମଣି..

ଆଜିଠୁ ରାଜ୍ୟରେ ବଢିବ ବର୍ଷା..

ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ୧୯ ଯାଏଁ ବର୍ଷିବ..

ଆଜି ପାଇଁ ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ..

୧୪ ଓ ୧୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ କଲା ପାଣିପାଗ ବିଭାଗ..

ଦେଖନ୍ତୁ ଭିଡିଓ ; ମୃତ୍ୟୁକୁ କେମିତି ଚେତାବନୀ ଦେଉଛନ୍ତି ଯୁବକ..

ବଣାଇ ସହରରେ ପଶି ପୁଣି ଘର ଭାଙ୍ଗିଲା ଗୋଠଛଡା ଦନ୍ତା: ମୁଣ୍ଡା ସାହିରେ ଦୁଇଟି ଘର ଭାଙ୍ଗିଲା..

ଶୋଇଥିବା ଅବସ୍ଥାରେ ଘର କାନ୍ଥ ଭାଙ୍ଗିଲା , ଅଳ୍ପକେ ବର୍ତ୍ତିଲେ ପରିବାର..

ବାରିପଦା: ୪୯ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା..

ଟ୍ରକକୁ ପଛରୁ ପିଟିଲା ଟୁରିଷ୍ଟ ବସ୍‍..

୩ଜଣ ମୃତ, ୧୯ ଗୁରୁତର ମେଡିକାଲରେ ଭର୍ତ୍ତି..

ବସଟି ହାଇଦ୍ରାବାଦରୁ କାଶୀ ବିଶ୍ୱନାଥ ଯାଉଥିଲା..

ବଢିଲା ବିବାଦୀୟ ଟ୍ରେନି ଆଇଏସ୍ ଅଧିକାରୀ ପୂଜାଖେଡକରଙ୍କ ଅଡୁଆ..

କୁବେର ଯୋଗ; ୨୦୨୫ ପର୍ଯ୍ୟନ୍ତ ଏହି ୩ ରାଶିଙ୍କର ଚମକିବ ଭାଗ୍ୟ, ମିଳିବ ସଫଳତା,ଧନ..

ପୂଜାଙ୍କ ବାପା , ମାଆଙ୍କ ନାଁରେ ଥାନାରେ ମାମଲା ରୁଜ୍ଜୁ କଲେ ପୁଣେ ଗ୍ରାମାଞ୍ଚଳ ପୁଲିସ୍ ..

ପୂଜାଙ୍କ ମାଆ ବନ୍ଧୁକ ଦେଖାଇ ଜଣେ ଚାଷୀଙ୍କୁ ଧମକାଇଥିବା ଅଭିଯୋଗ ଆଧାରରେ ମୋଟ୍ ୫ଜଣଙ୍କ ନାଁରେ ମାମଲା ରୁଜ୍ଜୁ..

ଜୟପୁର: ସଦର ଥାନା କୁମୁଲିପୁଟର ରାଇସ୍‍ ମିଲ୍‍ ମାଲିକ ନିଖୋଜ..

ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ, ଅପହରଣ କରାଯାଇଥିବା ସନ୍ଦେହ..

ପାରାଦ୍ୱୀପ: ହୋମଗାର୍ଡଙ୍କ ଉପରେ ମାଡିଗଲା ଟ୍ରକ୍‍..

ରାତିରେ ଡ୍ୟୁଟିରେ ଥିବାବେଳେ ହୋମଗାର୍ଡଙ୍କୁ ଚାପିଦେଲା ଟ୍ରକ୍‍..

ମୃତ ହୋମଗାର୍ଡ ରାଜନ୍‍ ପ୍ରଧାନ..

କଲକାତା: ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ, ୫ ମୃତ, ପଶ୍ଚିମବଙ୍ଗର ମେଦିନାପୁର ଜିଲା ଅନ୍ତର୍ଗତ ଘଟାଲ ନିକଟରେ ଘଟିଛି ଦୁର୍ଘଟଣା..

ବାରିପଦା: ରାସଗୋବିନ୍ଦପୁର ରେଞ୍ଜ ନାକଚୁଆଁ ଗାଁ ନିକଟ ବିଲରୁ ମାଈ ହାତୀର ମୃତଦେହ ଉଦ୍ଧାର, ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ସନ୍ଦେହ, ଘଟଣାସ୍ଥଳରେ ବନ ବିଭାଗ..

ଆଡପ ପହଣ୍ଡି ଅଘଟଣକୁ ନେଇ ବଳଭଦ୍ରଙ୍କ ବାଡଗ୍ରାହୀଙ୍କ ବିସ୍ଫୋରକ ବୟାନ: ହଳଧର କହିଲେ ମହାପ୍ରଭୁ ଭୋକରେ ଗୁଣ୍ଡିଚା ଯାତ୍ରା କରୁଥିବାରୁ ହେଲା ଅଘଟଣ..

ନେତ୍ରୋତ୍ସବ ପୂର୍ବରୁ ରଥ ଆଜ୍ଞାମାଳ ବିଜେ ନେଇ ବି ଉଠାଇଲେ ପ୍ରଶ୍ନ, ରଥରେ ସେବକ ମୋବାଇଲ ଧରିବା ନେଇ କ୍ଷୁବ୍ଧ..

 

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories