ଆଜିଠୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ..
ସେପ୍ଟେମ୍ବର ୧୩ ଯାଏଁ ଚାଲିବ ଅଧିବେଶନ, ସେପ୍ଟେମ୍ବର ୧୦ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍..
ଆଳୁ ପରେ ବଢିଲା ପିଆଜ ଦର; ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗର ଚଢାଉ..
ରାଜ୍ୟରେ ବଢିଚାଲିଛି ଆଳୁ ସଙ୍କଟ..
୧୨ ବର୍ଷ ପରେ ୨୦ ଅଗଷ୍ଟରେ ବିଶେଷ ଯୋଗ : ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ..
ଆଳୁସଙ୍କଟ ନେଇ ବିଜେଡିର ମୁଲତବୀ ପ୍ରସ୍ତାବ..
ବ୍ରହ୍ମପୁର: ଚିକିଟି ମାଉନ୍ଦପୁରରେ ଦେଶୀ ମଦ ପିଇ ୧୬ରୁ ଅଧିକ ଅସୁସ୍ଥ..
୧୪ ଜଣ ଏମକେସିଜି ମେଡିକାଲରେ ଭର୍ତ୍ତି..
ଗାଁରେ ପହଞ୍ଚିଲା ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ..
କଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା..
ସୁପ୍ରିମକୋର୍ଟାରେ ମାମଲାର ଶୁଣାଣି..
ପ୍ରଧାନ ବିଚାରପତିଙ୍କ ତିନି ଜଣିଆ ଖଣ୍ଡପୀଠରେ ମାମଲାର ହେଲା ଶୁଣାଣି..
ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ..
ଦେଖନ୍ତୁ ଭିଡିଓ ; ରାସ୍ତାରେ ଷଣ୍ଢର ତାଣ୍ଡବ ; ୨ ବାଇକ୍ ଆରୋହୀଙ୍କ ସହ..
ଜାମ୍ମୁ କାଶ୍ମୀର ବାରମୂଲ୍ଲାରେ ଭୂମିକମ୍ପ : ରିକ୍ଟର ସ୍କେଲରେ ତୀବୟତା ୪.୯ ରେକର୍ଡ..
ମଙ୍କିପକ୍ସ ସଂକ୍ରମଣ ରୋକିବାକୁ ଦେଶର ସବୁ ବିମାନ ବନ୍ଦରକୁ ଆଲର୍ଟ..
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ଲକ୍ଷଣ ଉପରେ ଦୃଷ୍ଟି ଦେବାକୁ ସତର୍କତା..
ବାଂଲାଦେଶ ଏବଂ ପାକିସ୍ତାନ ସୀମାନ୍ତରେ ମଧ୍ୟ ଆଲର୍ଟ..
ମଙ୍କି ପକ୍ସ ପରୀକ୍ଷା ପାଇଁ ଦେଶର ୩୨ଟି ସ୍ଥାନରେ ବ୍ୟବସ୍ଥା..
ଆକାଶରେ ଚମକିଲା ସୁପର ବ୍ଲୁ ମୁନ୍..
ରାତି ୧୧ଟା ୫୬ ମିନିଟରେ ଦୃଶ୍ୟମାନ ହେଲା ଉଜ୍ବଳ ଜହ୍ନ..
ଚଳିତ ବର୍ଷ ସେପ୍ଟେମ୍ବର ୧୭, ଅକ୍ଟୋବର ୧୭ ଏବଂ ନଭେମ୍ବର ୧୫ରେ ମଧ୍ୟ ଦୃଶ୍ୟମାନ ହେବ ଏଭଳି ସୁପର ମୁନ୍..
ସିମ୍ ବକ୍ସ ମାମଲା: ରାଞ୍ଚି ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ..
ଭୁବନେଶ୍ୱର, କଟକ ପରେ ଝାଡଖଣ୍ଡରେ ସିମ୍ ବକ୍ସ ରହିଥିବା ତଦନ୍ତରୁ ଜଣାପଡିଛି..
ରାସ୍ତାକଡକୁ ଓଲଟିଲା ବସ୍; ୨୦ଜଣ ଗୁରୁତର..
ଭଦ୍ରକରୁ ଉଦଳା ଯାଉଥିଲା ଜୟ ରଘୁନାଥ ବସ୍..
ସମସ୍ତ ଆହତ ଭଦ୍ରକ ମେଡିକାଲରେ ଭର୍ତ୍ତି..



