୧୨ ବର୍ଷ ପରେ ୨୦ ଅଗଷ୍ଟରେ ବିଶେଷ ଯୋଗ : ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ..

ମୃଗଶିରା ନକ୍ଷତ୍ରର ସ୍ୱାମୀ ମଙ୍ଗଳ । ଏବେ ଏହି ନକ୍ଷତ୍ରରେ ଗୁରୁ ପ୍ରବେଶ କରିବେ । ଗୁରୁଙ୍କର ନକ୍ଷତ୍ର ପରିବର୍ତ୍ତନ ଆଜି ଠାରୁ ମଙ୍ଗଳଙ୍କ ନକ୍ଷତ୍ରରେ ହେବ । ୨୦ ଅଗଷ୍ଟ ୨୦୨୪ରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଏହି ଯୋଗ ଅନେକ ରାଶିକୁ ଶୁଭଫଳ ପ୍ରଦାନ କରିବ । ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥିଲେ, ଗୁରୁ ଏହି ନକ୍ଷତ୍ରରେ ପ୍ରବେଶ କରିବା ପରେ ଚିନ୍ତା ଦୂର ହେବ । ଦୀର୍ଘ ୧୨ ବର୍ଷ ପରେ ଏହି ଯୋଗ … Continue reading ୧୨ ବର୍ଷ ପରେ ୨୦ ଅଗଷ୍ଟରେ ବିଶେଷ ଯୋଗ : ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ..