(୧) ଗୋପ ବ୍ଲକର ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା… ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଧର୍ମେନ୍ଦ୍ର ସାହୁଙ୍କ ମୃତଦେହ… ଆତ୍ମହତ୍ୟାର କାରଣ ଅସ୍ପଷ୍ଟ… ଘଟଣାସ୍ଥଳରେ ତଦନ୍ତ କରୁଛି ପୁଲିସ… ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଫେସବୁକରେ ଲେଖିଥିବା ତଥ୍ୟକୁ ନେଇ ବଢ଼ୁଛି ସନ୍ଦେହ…
(୨) ଆଜି ଭୁବନେଶ୍ୱର କ୍ଲବର ସଭାପତି ନିର୍ବାଚନ… ଅସିତ୍ ତ୍ରିପାଠୀ ଓ ସତ୍ୟପ୍ରକାଶ ନନ୍ଦଙ୍କ ମଧ୍ୟରେ ହେବ କଡ଼ା ଟକ୍କର…. କିଏ ହେବେ ରାଜ୍ୟର ସବୁଠୁ ପ୍ରଭାବଶାଳୀ କ୍ଲବର ସଭାପତି ? ତାକୁ ନେଇ ରହିଛି ସମସ୍ତଙ୍କ ନଜର..
(୩) ଉତ୍ତରାଖଣ୍ଡର ହୃଷିକେଶରେ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣା… ଦିନକୁଦିନ କାହାଣୀ ନେଉଛି ନୂଆମୋଡ଼… ଆଜି ସକାଳୁ ଚିଲ୍ଲା କେନାଲରୁ ଉଦ୍ଧାର ହେଲା ଅଙ୍କିତାଙ୍କ ମୃତଦେହ… ଘଟଣାସ୍ଥଳରେ ତନାଘନା କରୁଛି ପୁଲିସ… ତଦନ୍ତ ପାଇଁ ଗଠନ ହେଲା ଏସଆଇଟି… ହତ୍ୟାରେ ରହିଛି ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅର ହାତ…
(୪) ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୨୨ କରୋନା ପଜିଟିଭ୍… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୬ ସଂକ୍ରମିତ… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ୨୦୪ ଜଣ ଆକ୍ରାନ୍ତ… ରାଜ୍ୟରେ ମୋଟ୍ କରୋନା ସକ୍ରିୟ ମାମଲା ରହିଛି ୧୪୧୭…
ବୁଦ୍ଧି ଥିଲେ ଭାତ ମିଳେ; ଦେଖନ୍ତୁ ଭିଡିଓ
(୫) ଦେଶରେ କମୁଛି ବଢ଼ୁଛି କରୋନା… ଆଜି ପୁଣି ୫ହଜାର ତଳକୁ ଖିସିଲା ଦୈନିକ ସଂକ୍ରମଣ… ଗୋଟିଏ ଦିନରେ ଚିହ୍ନଟ ହେଲେ ୪ ୯୧୨ ଆକ୍ରାନ୍ତ… ସୁସ୍ଥ ହେଲେ ୫୭୧୯ ସଂକ୍ରମିତ… ଦେଶରେ ୪୪,୪୩୬ ରହିଛି ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା…
(୬) ଆଜି ଭୁବନେଶ୍ୱର କ୍ଲବର ସଭାପତି ନିର୍ବାଚନ… ଅସିତ୍ ତ୍ରିପାଠୀ ଓ ସତ୍ୟପ୍ରକାଶ ନନ୍ଦଙ୍କ ମଧ୍ୟରେ ହେବ କଡ଼ା ଟକ୍କର…. କିଏ ହେବେ ରାଜ୍ୟର ସବୁଠୁ ପ୍ରଭାବଶାଳୀ କ୍ଲବର ସଭାପତି ? ତାକୁ ନେଇ ରହିଛି ସମସ୍ତଙ୍କ ନଜର..
(୭) କାନାଡ଼ାରେ ଭାରତୀୟଙ୍କ ପ୍ରତି ବଢ଼ୁଛି ଘୃଣାଭାବ… ଭାରତର ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସତର୍କ କରାଇଲେ କେନ୍ଦ୍ର ସରକାର… ଜାରି ହେଲା ଆଡଭାଇଜରି… କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ପକ୍ଷରୁ କାନାଡ଼ାକୁ ନିବେଦନ…
(୮) ପୁଣି ଲଘୁଚାପ ବର୍ଷାରେ ଭିଜିପାରେ ଓଡ଼ିଶା… ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ… ଆସନ୍ତା ୨୭ ତାରିଖ ବେଳକୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା… ଆଜି କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହେବାନେଇ ସୂଚନା ଦେଲା ପାଣିପାଗ କେନ୍ଦ୍ର…



