www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟରରେ ଆଉଏକ ସଫଳତା..

ଦେଶର ଦ୍ୱିତୀୟ ଦୀର୍ଘତମ ଅବଧି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ..

- Advertisement -

ଶନିବାର ନବୀନ ଏହି ଅବଧି ପୂରଣ କରିଛନ୍ତି..

ସୋର : ମାଲବାହୀ ଟ୍ରେନର ଗୁଡ୍ସ ଗାର୍ଡ ବଗି ଛାଡି ପଳାଇଲା ଇଞ୍ଜିନ୍‌‌..

ସୋର ଷ୍ଟେସନରୁ ପ୍ରାୟ ୨ କିମି ଯାଏଁ ବଗି ଛାଡି ପଳାଇଲା ଇଞ୍ଜିନ..

ମାଲକାନଗିରି : ଖତ ଗଦାରୁ ନବଜାତ ଉଦ୍ଧାର..

୨୫ ମିନିଟ୍‌‌ ପରେ ବଗି ସହ ଇଞ୍ଜିନ ଯୋଡାଯିବା ପରେ ଗଡିଲା ଟ୍ରେନ୍‌‌..

ଗୁଣୁପୁର : ନିଶାସକ୍ତ ଅବସ୍ଥାରେ ପୁତୁରାକୁ ହାଣି ହତ୍ୟା କଲା ଦାଦା..

ସିରିଝଳି ଗାଁରେ ହତ୍ୟାକାଣ୍ଡ.. ଅଭିଯୁକ୍ତ ଦାଦା ଥାନାରେ ଅଟକ..

ପୁଲିସ ତଦନ୍ତ ଜାରି..

ପ୍ରଧାନମନ୍ତ୍ରୀ ରୋଜଗାର ମେଳା..

୭୦ ହଜାର ନିଯୁକ୍ତି ପତ୍ର ବଣ୍ଟନ..ଭିସି ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ..

କଟକ : ଯୋବ୍ରା ବ୍ୟାରେଜରୁ ଯୁବକଙ୍କ ମୃତଦେହ ଠାବ..

ମୃତଦେହଟି ଗତକାଲି ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ହୋଇଥିବା ସୂଚନା..

ବଢୁଛି ହୀରାକୁଦ ଜଳସ୍ତର.. ପ୍ରବେଶ କରୁଛି ୯୨ ହଜାର ୭୭୪ କ୍ୟୁସେକ ଜଳ..

ନିଷ୍କାସିତ ହେଉଛି ୪୦ ହଜାର ୬୧୫ କ୍ୟୁସେକ ଜଳ..

ପୋର୍ଟ ଅଫ୍‌‌ ସ୍ପେନ୍‌‌ ଟେଷ୍ଟରେ କୋହଲିଙ୍କ ଶତକ..

୫୦୦ ତମ ମ୍ୟାଚରେ କୋହଲିଙ୍କ ୧୨୧ ରନ୍‌‌ର ସ୍ମରଣୀୟ ଇନିଂସ..

ଜାଡେଜା ଓ ଅଶ୍ୱିନଙ୍କ ଅର୍ଦ୍ଧଶତକ..

ପ୍ରଥମ ଇନିଂସରେ ଭାରତ ୪୩୮ ରନ୍‌‌ରେ ଅଲଆଉଟ..

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories