www.samajalive.in
Sunday, December 7, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରାଜଧାନୀ ଦିଲ୍ଲୀରେ ହାଡଭଙ୍ଗା ଜାଡ,ଘନ କୁହୁଡି ସହ ରହିଛି ବର୍ଷା ସମ୍ଭାବନା.. ବର୍ଷା ବଢାଇବ ଆହୁରି ଥଣ୍ଡା..

ଘନ କୁହୁଡି କାରଣରୁ ଦେଶରେ ଟ୍ରେନ୍‌‌ ଚଳାଚଳ ଓ ବିମାନ ଉଡାଣ ସେବା ପ୍ରଭାବିତ..

- Advertisement -

କେବଳ ଦିଲ୍ଲୀରେ ୮୦ଟି ଟ୍ରେନର ଆଗମନ ଓ ପ୍ରସ୍ଥାନ ସମୟ ଉପରେ ପ୍ରଭାବ..

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ: ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ..

ବିବାଦ ମଧ୍ୟରେ ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଚୀନ ଗସ୍ତ, ବିଭିନ୍ନ ପ୍ରସଙ୍ଗରେ କରିବେ ଆଲୋଚନା..

ଆଜି ଉଦଘାଟିତ ହେବ ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର..

ବାଂଲାଦେଶରେ ସରୁନି ବିବାଦ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଆହ୍ବାନ ଦେଲା ବାଂଲାଦେଶ ନ୍ୟାସନାଲ ପାର୍ଟି..

ବାଡ଼ିରେ ଫସଲ ନଷ୍ଟ କରୁଥିଲା ଷଣ୍ଢ; ଗୋଡ଼ାଇବାରୁ ବୃଦ୍ଧଙ୍କୁ ଟେକି କଚାଡ଼ି ଦେଲା..

ଭୁବନେଶ୍ୱର : ଭୋର ୫ଟାରେ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା , ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ..

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories