www.samajalive.in
Monday, December 8, 2025
20.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ଵର: ବିଧାନସଭା ଗୃହ ଆରମ୍ଭରୁ ହଟ୍ଟଗୋଳ, ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହୋହାଲ୍ଲା..

ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢି ବିରୋଧୀ ଦଳର ହଙ୍ଗାମା, ପ୍ରବଳ ହଙ୍ଗାମା ଯୋଗୁଁ ଚାଲିପାରିଲାନି ଗୃହ.. ଜୟନାରାୟଣ-ତାରା ହଙ୍ଗାମା..

- Advertisement -

କଲବଲ କରିବ ତାତି, ଆସନ୍ତା ୧୩ ଓ ୧୪ ତାରିଖରେ ପଶ୍ଚିମ ଓଡିଶାରେ ପ୍ରବଳ ତାତି ନେଇ ପୂର୍ବାନୁମାନ, ଆସନ୍ତାକାଲି ଜଳିବ ଅଧା ଓଡିଶା, ୪୦ ଡିଗ୍ରୀ ଟପିପାରେ ପାରଦ..

ଏଥର ହୋଲିରେ ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

ଆଭ୍ୟନ୍ତରୀଣ ଓଡିଶା ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି..

ଦେଖନ୍ତୁ ଭିଡିଓ; କେମିତି ନାଗକୁ ଖଣ୍ଡ ଖଣ୍ଡ କରି ଦେଲା କୁକୁର

୨୪ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ରନ୍ୟା: ଆଜି ଜାମିନ୍ ଆବେଦନର ଶୁଣାଣି..

କପ୍ତିପଦା ତହସିଲ ବଜପୁର ବାଲିଘାଟରେ ରାତିଅଧିଆ ଚଢ଼ାଉ, ବିଳମ୍ବିତ ରାତିରେ ପୁଲିସ ଓ ତହସିଲଦାରଙ୍କ ଚଢ଼ାଉ.. ଖସିଗଲେ ବାଲି ମାଫିଆ, ଗଚ୍ଛିତ ୫୦ ଟ୍ରିପ୍‌‌ରୁ ଅଧିକ ବାଲି ଜବତ..

ବଲାଙ୍ଗିର: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣବେଳେ ମାଡ଼ି ବସିଲା ପୁଲିସ, ଗୋଡ଼ାଇ ଗୋଡ଼ାଇ ଧରିଲା ..

ବ୍ରହ୍ମପୁର: ନୂଆଁମୁହାଣ ଖୋଳାକୁ ନେଇ ଗୋଷ୍ଠୀ ସଂଘର୍ଷ ମାମଲା, ୨ ଗାଁର ୪୦ଜଣଙ୍କୁ ଗିରଫ କଲା ଗୋଳନ୍ଥରା ପୁଲିସ..

ଦେଖନ୍ତୁ ଭିଡିଓ; ମହିଳା ନିଜେ ଉଠାଇଲେ ରେଲୱେ ଫାଟକ, ତା’ପରେ ହେଲା ଏମିତି..

ରାମେୟା ପାଟଣା ଗାଁର ୨୧ ଏବଂ କତୁରୁ ଗାଁର ୧୯ ଜଣ ଗିରଫ, ଗାଁରେ ୧୬୩ ଧାରା ଲାଗୁ ସହ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି..

ଗତକାଲି ୨ଟି ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ୭ଜଣ ଆହତ ହୋଇଥିଲେ..

ଭୁବନେଶ୍ୱର: କାଜୁ ବଗିଚାରେ ଫସିଛି ଦନ୍ତାହାତୀ, ଏମ୍ସ ନିକଟ କାଜୁ ବଗିଚାରେ ଫସିଛି ଦନ୍ତା, ହାତୀ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ..

ହାତୀଠୁ ଦୂରେଇ ରହିବାକୁ ଲୋକଙ୍କୁ ସତର୍କ କରୁଛି ବନ ବିଭାଗ..

ପୁଲିସ ଓ ବେଆଇନ ଗୋଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ, ଏନକାଉଣ୍ଟରରେ ୨ ଅପରାଧୀ ଆହତ, ଜଣଙ୍କ ବାମଗୋଡ଼ ଏବଂ ଜଣଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି..

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories