ଦେଖନ୍ତୁ ଭିଡିଓ; କେମିତି ନାଗକୁ ଖଣ୍ଡ ଖଣ୍ଡ କରି ଦେଲା କୁକୁର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ବିଶେଷ କରି ପୋଷା ବିଲେଇ, କୁୁକୁର ସହ ସାପ ଲଢେଇର ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ସାପ ଓ କୁକୁରର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓକୁ ଦେଖିଲେ ଭୟଭୀତ ମଧ୍ୟ ଲାଗିବ । ଏହି ଭିଡିଓରେ କୁକୁର ଓ ନାଗସାପର ଭୟଙ୍କର ଲଢେଇର ଦୃଶ୍ୟ ଦେଖିପାରିବେ । ଭିଡିଓରେ ଘଟଣାଟି ଦେଖିଲେ … Continue reading ଦେଖନ୍ତୁ ଭିଡିଓ; କେମିତି ନାଗକୁ ଖଣ୍ଡ ଖଣ୍ଡ କରି ଦେଲା କୁକୁର