www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମାର୍କ କାର୍ନି ହେବେ କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ, ମାର୍କ କାର୍ନି ୮୬% ଭୋଟ ପାଇ ଲିବେରାଲ ପାର୍ଟିର ନେତା ନିର୍ବାଚିତ..

ଜଷ୍ଟିନ୍‌‌ ଟ୍ରୁଡ୍ରୋଙ୍କ ଜାଗା ନେବେ ମାର୍କ କାର୍ନି, ଜାନୁଆରୀରେ ପଦ ଛାଡ଼ିବାକୁ ଘୋଷଣା କରିଥିଲେ ଜଷ୍ଟିନ ଟ୍ରୁଡୋ..

- Advertisement -

ଛତିଶଗଡ଼଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଘରେ ଇଡି ଚଢ଼ାଉ, ଭୂପେଶ ବଘେଲଙ୍କ ଘରେ ରେଡ୍‌‌ କରିଛି ଟିମ୍‌‌, ଟଙ୍କା କାରବାର ମାମଲାରେ ୧୪ଟି ସ୍ଥାନରେ ଇଡି ରେଡ୍‌‌..

ବାସୁଦେବପୁର: ଜଳିଗଲା ଦୁଇ ବଖରା ଦୋକାନ ଘର, ୮ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ପାଉଁଶ..

ବିଜେଡି ଓ କଂଗ୍ରେସର ହଙ୍ଗାମା ଯୋଗୁଁଁ ଚାଲିପାରିଲାନି ଗୃହ, ୧୨ଟା ୯ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି..

ଆନନ୍ଦପୁର: ବୈତରଣୀ ଏବଂ କୁଶେଇ ନଦୀ ବାଲିଘାଟରେ ଚଢ଼ାଉ, ହାଇୱା ସହ ୭ ଟ୍ରାକ୍କର ଜବତ..

ଏଥର ହୋଲିରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ :ଏହି ରାଶି କିଣିବେ ଜମି, ଘର, ହେବ ବିବାହ, ଚମକିବ ଭାଗ୍ୟ..

ସୋର: ମାଂସ ବୋଝେଇ କଣ୍ଟେନର ଜବତ, ଡ୍ରାଇଭର ଅଟକ..

ବାପାର ବିବାହ ପ୍ରସ୍ତାବ ପାଇଁ ଝୁଲି ପଡିଲେ ୨ ନାବାଳକ ; ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ..

ଭୁବନେଶ୍ଵର: ବସ୍‌ଷ୍ଟାଣ୍ଡରେ ମହିଳାଙ୍କ ଗଳିତ ମୃତଦେହ..

ବାପାର ବିବାହ ପ୍ରସ୍ତାବ ପାଇଁ ଝୁଲି ପଡିଲେ ୨ ନାବାଳକ ; ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories