www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

କାର୍ତ୍ତିକ ମାସର ଆଜି ଦ୍ୱିତୀୟ ସୋମବାର, ଚଳଚଞ୍ଚଳ‌ ଧବଳେଶ୍ୱର ପୀଠ..

ଗଞ୍ଜାମ: ଖଲ୍ଲିକୋଟ ଅନ୍ତର୍ଗତ କମଳାପଦର ଗାଁରେ ଗ୍ୟାସ ଟାଙ୍କି ବିସ୍ଫୋରଣ, ଜଳିଗଲା ୧୦ ବଖରା ଘର, ସୋମବାର ଭୋର ସମୟରେ ଘଟିଛି ଦୁର୍ଘଟଣା..

୫୦୦ ବର୍ଷ ପରେ ଦୀପାବଳିରେ ଅଦ୍ଭୁତ ସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ..

- Advertisement -

ଫିଲିପିନ୍ସ: ଫିଲିପିନ୍ସରେ ଘୂର୍ଣ୍ଣିଝଡ଼ ଯୋଗୁ ୧୩୬ ଜଣଙ୍କ ମୃତ୍ୟୁ, ଘୂର୍ଣ୍ଣିଝଡ଼ ‘ଟ୍ରାମି’ ପ୍ରଭାବରେ ଲକ୍ଷାଧିକ ଲୋକ ପ୍ରଭାବିତ, ୪୦ରୁ ଅଧିକ ନିଖୋଜ, ପ୍ରବଳ ବର୍ଷା ଫଳରେ ମାଟି ଅତଡ଼ା ଧସି ବହୁ ଘର କ୍ଷତିଗ୍ରସ୍ତ..

ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି; ବାତ୍ୟା ଦାନା ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ନିଷ୍ପତି..

ଦେଖନ୍ତୁ ଭିଡିଓ; ଆରଡିରେ କେମିତି ସାଳନ୍ଦୀ ନଦୀପଠାରୁ ମଇଁଷିକୁ ଝାମ୍ପି ନେଲା କୁମ୍ଭୀର

ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର ଦିଗରେ ବଡ ପଦକ୍ଷେପ : ମହାରାଷ୍ଟ୍ର ତଡବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଲା ଗୋଟିଏ ବାଘୁଣୀ, ଆଜି ଶିମିଳିପାଳ କୋର୍ ଏରିଆରେ ଛାଡିବ ବନ ବିଭାଗ, ଖୁବ୍ ଶୀଘ୍ର ଆଉ ଏକ ବାଘୁଣୀ ଆଣିବାର ଯୋଜନା..

ସମ୍ବଲପୁରରେ ଗଡୁନି ମୋ ବସ୍ : ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ମହିଳା କର୍ମଚାରୀ..

କେବେ ଦେଖିନଥିବେ ଏମିତି ପ୍ରେମ କାହାଣୀ, ଭିଡିଓରେ ଦେଖନ୍ତୁ, ଗାଡି ପଛେ ପଛେ ଦୌଡି ଦୌଡି ଗଲା ଷଣ୍ଢ, ଆଉ ତା’ପରେ..

ଜାମ୍ମୁ-କାଶ୍ମୀରର ଅଖନୁର ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ, ସେନା ଗାଡ଼ି ଉପରେ ଆଖିବୁଜା ଗୁଳିମାଡ଼ କଲେ ଆତଙ୍କୀ, ମୃତାହତ ସମ୍ପର୍କରେ ସୂଚନା ମିଳିନାହିଁ, ସ୍ଥାନୀୟ ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ ଜାରି..

ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀପଠାରେ ମଇଁଷିଟି ପାଣି ପିଉଥିବା ବେଳେ ଝାମ୍ପି ନେଲା କୁମ୍ଭୀର..

ରେଳଗାଡ଼ି ଧକ୍କାରେ କାର ଭାଙ୍ଗି ଚୂରମାର୍, ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଚାଳକ ସମେତ ଚାରି ଯାତ୍ରୀ, ରାଉରକେଲା – ପୁରୀ ଟ୍ରେନ, ସଦର ଥାନା ଅନ୍ତର୍ଗତ ବୀର ପ୍ରତାପପୁର ଗ୍ରାମ ରେଳ ଫାଟକରେ ଘଟିଛି ଏଭଳି ଅଘଟଣ..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories