ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି, ଶ୍ରୀମନ୍ଦିରରେ ଦିବା ପହୁଡ ନୀତି ପାଇଁ ବନ୍ଦ ରହିଥିଲା କାମ..
ଆଜିଠୁ ୫ ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..
ସଂସଦ ଭିତରେ ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ ଆହତ..
ମୁମ୍ବାଇ ବୋର୍ଟ ବୁଡି ଘଟଣାରେ ୧୩ ମୃତ, ଏଯାଏଁ ଉଦ୍ଧାର ହେଲେଣି ୧୧୫ ଜଣ , ୨ ନିଖୋଜ
ମୃତକଙ୍କ ମଧ୍ୟରେ ୧୦ ନାଗରିକ ଓ ୩ ନୌସେନା କର୍ମୀ..
୨୦୨୫ରେ ୪ ଶକ୍ତିଶାଳୀ ଗ୍ରହଙ୍କ ଚଳନ; ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍..
ଗେଟଓ୍ବେ ଅଫ୍ ଇଣ୍ଡିଆରୁ ଏଲିଫାଣ୍ଟା ଯାଉଥିଲା ବୋଟ୍ , ନିୟନ୍ତ୍ରଣ ହରାଇଥିବା ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା..
ଉତ୍ତରପ୍ରଦେଶ: କାରକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍ , ଘଟଣାସ୍ଥଳରେ ୩ ଓ ମେଡିକାଲରେ ଦୁଇ ମୃତ, ୫ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି..
ବାରମ୍ବାର ବିବାହ ଭାଙ୍ଗୁଥିଲେ, ଟଙ୍କା ଅଭାବ ଲାଗି ରହୁଥିଲେ, ଗୁରୁବାର ଏହି ଉପାୟରେ ଚୁଟ୍କିରେ କରନ୍ତୁ ସମାଧାନ..
ଶାହାଜାହାନପୁର ଜିଲ୍ଲା ମଦନପୁର ଥାନା ଅଞ୍ଚଳରେ ଦୁର୍ଘଟଣା, ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପୁଲିସର ଛାନଭିନ୍..
ଭଦ୍ରକ : ପିକଅପରେ ଚାଲାଣ ବେଳେ ୧୭ ଗୋରୁ ଉଦ୍ଧାର, ପୁରୁଣା ବଜାର ଥାନା ସନ୍ତିଆ ପୋଲ ନିକଟରେ ଗୋରୁ ଗାଡି ଜବତ, ବନ୍ତରୁ ଭଦ୍ରକ ଯାଉଥିବାବେଳେ ଜବତ, ଦୁଇ ଗିରଫ..
ଜାମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ, ୫ ଆତଙ୍କବାଦୀ ନିହତ, ୨ ଯବାନ ଆହତ..
ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମୀ ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି ; ସବୁ ନିର୍ବାଚନମଣ୍ଡଳୀରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ..
କର୍କଟ ରୋଗ ଦୂର ପାଇଁ ଟିକା ପ୍ରସ୍ତୁତ କରିଥିବା ଦାବି କଲା ରୁଷ, ୨୦୨୫ରେ ବଜାରକୁ ଟିକା ଆସିବ ବୋଲି କହିଲା ରୁଷ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ..
ପୁରୀ ଝାଡେଶ୍ୱରୀ କ୍ଳବ ନିକଟ କ୍ଳାକ ରୋଡରେ ଫ୍ଳେକ୍ସ ପ୍ରିଣ୍ଟ ଦୋକାନରେ ଅଗ୍ନିକାଣ୍ଡ: ଜଣେ ଗୁରୁତର..



