www.samajalive.in
Wednesday, December 10, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପାକିସ୍ତାନ ଉପରେ ଇରାନର ଆକ୍ରମଣ..

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଉତ୍ସବମୂଖର ଶ୍ରୀକ୍ଷେତ୍ର..

- Advertisement -

ମନ୍ତ୍ରପାଠରେ ପ୍ରକମ୍ପିତ ଖଣ୍ଡମଣ୍ଡଳ, ଆଜି ଯଜ୍ଞରେ ପୂର୍ଣ୍ଣାହୂତି ଦେବେ ଗଜପତି ମହାରାଜ..

ଅଯୋଧ୍ୟାରେ ନୂଆ ଯୁଗର ଅୟମାରମ୍ଭ : ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆଦ୍ୟ ପର୍ବର ଶୁଭାରମ୍ଭ..

ସମ୍ପନ୍ନ ହେଲା ପ୍ରାୟଶ୍ଚିତ ଏବଂ କର୍ମକୁଟି ପୂଜନ..

ଉତ୍ତର ଭାରତରେ ଜାରି ରହିଛି ଶୀତର ପ୍ରକୋପ..

ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ଥଣ୍ଡା..

ଘନ କୁହୁଡି ଯୋଗୁଁ ଅବସ୍ଥା ଅସମ୍ଭାଳ..

ମହାରାଜ କଂସଙ୍କ ପ୍ରବଳ ପ୍ରତାପରେ ଥରହର ମଥୁରା ନଗରୀ..

ଧନୁଯାତ୍ରାର ଦ୍ବିତୀୟ ଦିନରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଲେ ଶ୍ରୀକୃଷ୍ଣ..

ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍..

ଆଜି ବେଙ୍ଗାଲୁରରେ ଖେଳାଯିବ ଅନ୍ତିମ ମ୍ୟାଚ୍ , ପ୍ରଥମ ବିଜୟ ଲକ୍ଷ୍ୟରେ ଆଫଗାନ ଟିମ୍..

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଡିଆନାଳି ଗାଁରେ ଗଛରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା..

ପରିକ୍ରମା ପ୍ରକଳ୍ପ ଓ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କେନ୍ଦ୍ରାପଡ଼ାରେ ଦୁଇଦିନ ମଦ ବ୍ୟବସାୟ ବନ୍ଦ..

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ପୁରୀରେ ଝିପ୍‌ଝିପ୍‌ ବର୍ଷା ଜାରି..

ପୁରୀରେ ସମସ୍ତ ନୀତିକାନ୍ତି ଠିକ୍‌‌ ଚାଲିଥିବା କହିଲେ ଜିଲ୍ଲାପାଳ..

ଆସାମରେ ଭୂକମ୍ପ ଝଟକା..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories