www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ଵର: ଖାଉଟିଙ୍କୁ ଚାଉଳ ସହିତ ଗହମ ଯୋଗାଇଦେବେ ରାଜ୍ୟ ସରକାର..

କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା ନେଇ ସୂଚନା ଦେଲେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର..

- Advertisement -

ବିଧାନସଭାରେ ଆରମ୍ଭ ହେଲା ନୂଆ ବିଧାୟକମାନଙ୍କ ପାଠଶାଳା ‘ଜ୍ଞାନ ସଂସ୍କାର’ କାର୍ଯ୍ୟକ୍ରମ..

ବର୍ଜନ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ..

ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବିଜେଡି..

ବିଜେଡି ବିଧାୟକ ପ୍ରତାପ ଦେବଙ୍କ ସାମ୍ବାଦିକ ସମ୍ମିଳନୀ..

ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବେ? ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

ଉତ୍ତରପ୍ରଦେଶ କାନପୁରରେ ଟ୍ରାକରୁ ଖସିଲା ସାବରମତୀ ଏକ୍ସପ୍ରେସ , ୧୨ଟି ବଗି ଲାଇନଚ୍ୟୁତ..

ଓଡିଶାରେ କଲକାତା ନିଆଁ : ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ପକ୍ଷରୁ ୨୪ ଘଣ୍ଟିଆ ଧର୍ମଘଟ..

ସକାଳ ୬ଟାରୁ ଆନ୍ଦୋଳନରେ ଡାକ୍ତର ସଂଘ..

ଜରୁରିକାଳୀନ ସେବାକୁ ଛାଡି ଓପିଡି, ଓଟି ଏବଂ ଲ୍ୟାବ୍ ସେବା ବ୍ୟୟକଟ୍ ପାଇଁ ଆହ୍ବାନ, ରୋଗୀ ସେବା ପ୍ରଭାବିତ ହେବା ଆଶଙ୍କା..

ଆସୁଛି ବଡ ବର୍ଷା: ଲଘୁଚାପ ପ୍ରଭାବରେ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା, ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି..

ଶ୍ରାବଣର ଶେଷ ଶନିବାର; ବାସ୍‌ ଏହି ସରଳ ଉପାୟରେ ମିଳିବ ଶନିଙ୍କ କୃପା..

ଜଳବନ୍ଦୀ ସ୍ଥିତି ସହ ପାହାଡିଆ ଅଞ୍ଚଳରେ ଧସିପାରେ ମାଟି ଅତଡା, ବିଭିନ୍ନ କେନାଲ ଏବଂ ନଦୀ ବନ୍ଧ ଉପରେ ନଜର ରଖିବାକୁ ଯନ୍ତ୍ରୀଙ୍କୁ ନିର୍ଦେଶ..

ପାଠ ପଢିବେ ବିଧାୟକ : ଆଜିଠୁ ଦୁଇ ଦିନ ଧରି ଚାଲିବ ବିଧାୟକଙ୍କ ଓରିଏଣ୍ଟଟେସନ୍, ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ବାଣ୍ଟିବେ ଅଭିଜ୍ଞତା..

କାର୍ଯ୍ୟକ୍ରମକୁ ବିଜେଡି ଏବଂ କଂଗ୍ରେସର ବୟକଟ୍ , ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା ପରମ୍ପରା ଅନୁସାରେ ନୂଆ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ..

ଭିଜିଲାନ୍ସ ଜାଲରେ ଜିଏସଟି ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ..

୫କୋଟି ୮୫ଲକ୍ଷ ଟଙ୍କାର ଟିକସ ହେରଫେର ଅଭିଯୋଗରେ ଚଢାଉ..

କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ ଅଘଟଣ: ବିଧବା ମହିଳାଙ୍କ ଗଳା କାଟି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ..

ସମ୍ବଲପୁର ରାସ୍ତାର ଏନଏଚ୍ ୨୬ ଫାସଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା..

୧୦୮ ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକ ମୃତ, ଡ୍ରାଇଭର ଫେରାର, କ୍ଷତିପୂରଣ ଦାବିରେ ରାସ୍ତାରୋକ..

ବାଲେଶ୍ଵର: ଅନଲାଇନ ଗେମ୍ ଖେଳି ଯୁବକଙ୍କ ଆତ୍ମହତ୍ୟା..

ମୃତ ଯୁବକ ହେଲେ ରେମୁଣା ସାହାଜିପାଟଣା ଗ୍ରାମର ଗୌତମ ନାୟକ..

ଅନଲାଇନ ଗେମରେ ଲକ୍ଷାଧିକ ଟଙ୍କା ହରାଇବା ପରେ ଆତ୍ମହତ୍ୟା କରିଥିବା ସୂଚନା..

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories