ଶ୍ରାବଣର ଶେଷ ଶନିବାର; ବାସ୍‌ ଏହି ସରଳ ଉପାୟରେ ମିଳିବ ଶନିଙ୍କ କୃପା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବତା ସୂର୍ଯ୍ୟ ଭଗବାନଙ୍କ ପୁତ୍ର । ଶନିଙ୍କୁ ନ୍ୟାୟ ଦେବତା କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ ଶନିଙ୍କ ଶୁଭ ପ୍ରଭାବ ରହିଲେ ବ୍ୟକ୍ତି ରାଜା ହୋଇ ଯାଆନ୍ତି । ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ମାତ୍ର କୁପ୍ରଭାବ ପଡିଲେ ଜୀବନରେ ସମସ୍ୟା ଲାଗି ରହିଥାଏ। ଶନିଙ୍କ ଶୁଭଫଳ ପାଇଁ ଶନିବାର ଦିନ କିଛି ବିଶେଷ ଉପାୟ କରାଯାଏ । ଶ୍ରାବଣର ଶେଷ ଶନିବାରକୁ ଖୁବ୍‌ ଖାସ୍‌ ବୋଲି ବର୍ଣ୍ଣନା କରାଯାଇଛି। … Continue reading ଶ୍ରାବଣର ଶେଷ ଶନିବାର; ବାସ୍‌ ଏହି ସରଳ ଉପାୟରେ ମିଳିବ ଶନିଙ୍କ କୃପା..