www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ଆସନ୍ତାକାଲି ବାଷ୍ଟିଲ ଡେ ପରେଡରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ..

- Advertisement -

ପରେଡରେ ଭାଗ ନେବେ ଭାରତର ୩ ସେନା..

ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ପରେ ୟୁଏଇ ଯିବେ ପ୍ରଧାନମନ୍ତ୍ରୀ ମୋଦୀ..

ଆଜିଠୁ +୨ ତତ୍କାଳ ପରୀକ୍ଷା, ରାଜ୍ୟର ୩୨ କେନ୍ଦ୍ରରେ ସକାଳ ୧୦ଟାରୁ ୧ଟା ମଧ୍ୟରେ ହେବ ଏହି ପରୀକ୍ଷା..

ଆସନ୍ତା ୨୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ..

କଟକରେ ଓଡ଼ିଶାରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତୀ ଉଦଯାପନୀ ଉତ୍ସବ ..

୨୭ରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ..

ଲୋ’ଭୋଲଟେଜ୍‌‌ ଓ ବାରମ୍ବାର ବିଦ୍ୟୁତ କାଟ୍‌‌ ପ୍ରତିବାଦରେ ରାସ୍ତାରୋକ..

ହରିରାଜପୁରରେ ଟାୟାର ଜାଳି ବାଙ୍କୀ-କଟକ ମୁଖ୍ୟ ରାସ୍ତା ଅବରୋଧ..

ଅଟକି ରହିଛି ଶହ ଶହ ଗାଡିମୋଟର,ବିଦ୍ୟୁତ କର୍ମଚାରୀଙ୍କ ବୁଝାସୁଝା..

ପ୍ରବଳ ବର୍ଷା ପରେ ହିମାଚଳରେ ସ୍ଥିତି ଭୟଙ୍କର.. ବିଭିନ୍ନ ରାଜ୍ୟରେ ବନ୍ୟା ପରିସ୍ଥିତି..

ବୃଦ୍ଧି ପାଉଛି ଯମୁନା ଜଳସ୍ତର.. ୫୦ ବର୍ଷର ଜଳସ୍ତର ରେକର୍ଡ ଭାଙ୍ଗିଲା..

ଦିଲ୍ଲୀର ତଳିଆ ଅଞ୍ଚଳ ଜଳମଗ୍ନ.. ୧୬ ହଜାରରୁ ଅଧିକ ଲୋକେ ସ୍ଥାନାନ୍ତରିତ..

ମୃତ୍ୟୁ ସଂଖ୍ୟା ୧୧୬କୁ ବୃଦ୍ଧି .. ସ୍ଥିତି ଜଟିଳ.. ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ,ହରିୟାଣାରେ ବନ୍ୟା ସ୍ଥିତି..

ଉତ୍ତରପ୍ରଦେଶରରେ ୨୪ ଘଣ୍ଟାରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ..

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories