ଆଜି ଶ୍ରାବଣର ପ୍ରଥମ ସୋମବାର.. ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରୁଛନ୍ତି କାଉଡିଆ..
ଆଳି : ସାନିଟାଇଜରେ ନିଆଁ ଲାଗି ବିସ୍ଫୋରଣ..
୨ ଉଭଣୀ ଗୁରୁତର.. ଗୋବିନ୍ଦପୁର ଗାଁରେ ବଡ ଉଭଣୀ ଚୁଲିରେ ନିଆଁ ଲଗାଇବା ବେଳେ ଅଘଟଣ..
ବର୍ଷା ବିତ୍ପାତ ; ୨୪ ଘଣ୍ଟାରେ ଭୂସ୍ଖଳନ, ବାଦଲ ଫଟା ବର୍ଷାରେ ୩୪ ମୃତ..
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଜଳ ଲାଗି ପାଇଁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ..
ଉତ୍ତର ଭାରତରେ ବର୍ଷା ବିତ୍ପାତ : ୨୨ ମୃତ, ଦିଲ୍ଲୀରେ ବର୍ଷା ୪୦ବର୍ଷର ରେକର୍ଡ ଭାଙ୍ଗିଲା, ଆଜି ଶିକ୍ଷାନୁଷ୍ଠାନ ଛୁଟି..
ପଞ୍ଚାୟତ ନିର୍ବାଚନ ସମୟରେ ହିଂସା ପ୍ରଭାବିତ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ଆଜି ଅନୁଷ୍ଠିତ ହେଉଛି ସାନି ମତଦାନ..
ଶ୍ରାବଣ ସୋମବାରରେ ଅଘଟଣ, ଦେବଗଡ଼ର ଶ୍ରୀ ଝାଡେଶ୍ୱର ମନ୍ଦିରରେ ବୋଲବମ୍ କାଉଡିଆଙ୍କ ମୃତ୍ୟୁ..



