ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଘଟଗାଁ ଥାନା ବାଲିଯୋଡି ନିକଟରେ ପର୍ଯ୍ୟଟକଙ୍କ ଭ୍ୟାନ ଦୁର୍ଘଟଣାଗ୍ରସ୍ତ.. ମୃତ୍ୟୁ ସଂଖ୍ୟା ୮

ଆହତମାନଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି..

ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳରୁ ୨ଟି ପରିବାରର ୨୦ ଜଣ ଲୋକ ଏକ ଭ୍ୟାନରେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିଲେ..

ଆଜି ବିଶ୍ବ ଏଡ୍‌ସ ଦିବସ, ଆୟୋଜତି ହେଉଛି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ..

ଆଜି ରାୟପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟି-୨୦ ମ୍ୟାଚ..

ପାରାଦ୍ୱୀପ : ଜାହାଜରେ ଡ୍ରଗ୍ସ ଚାଲାଣ..

ଘଟଗାଁ ସଡକ ଦୁର୍ଘଟଣା ..

ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ..

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି..

ଦୁଇ ଦିନିଆ ଦୁବାଇ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ଶିଖର ବୈଠକ, ସମ୍ମିଳନୀ ସିଓପି-୨୮ରେ ଯୋଗ ଦେଇ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ରହିଛି..

କୁଚିଣ୍ଡା : କାନ୍ଥ ପଡି ୨ ମୃତ..

Comments are closed.