ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ସକାଳ ୧୦ଟା ୫୦ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ବାୟୁସେନା ହେଲିକପ୍ଟର ଯୋଗେ ପୁରୀ ଯାଇ କରିଛନ୍ତି ଶ୍ରୀଜୀଉଙ୍କ ଦର୍ଶନ… ପରେ ଭୁବନେଶ୍ୱରକୁ ଫେରି ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ… ଦିନ ୧ଟା ପରେ ରାଜଧାନୀରେ ବନ୍ଦ ରହିବ ସ୍କୁଲ କଲେଜ…
ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୩୦ ମିନିଟ୍ ମନ୍ଦିରରେ ରଖି ବେଢା ପରିକ୍ରମା ସହ ପୂଜାର୍ଚ୍ଚନା କଲେ.. ତୁଳସୀ ମାଳ ଅର୍ପଣ କରିବା ସହ ଦୀପ ଲଗାଇଲେ..
ମାଳଦ୍ୱୀପର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ.. ଅଗ୍ନିକାଣ୍ଡରେ ୯ ଭାରତୀୟଙ୍କ ସହ ୧୦ ମୃତ.. ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ଉପସ୍ଥିତ
ସାରା ରାଜ୍ୟରେ ପ୍ରଥମ ଥର ପାଇଁ ପାଳନ ହେଲା ମାଣ୍ଡିଆ ଦିବସ..ଲୋକସେବା ଭବନରେ ପାଳନ ହେଲା.. ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଡିଲେଡ୍ରେ ମହାମୁକାବିଲା .. ଭାରତ-ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ବକପ୍ ସେମିଫାଇନାଲ୍: ଇଂଲଣ୍ଡକୁ ୧୬୯ ରନ୍ର ଟାର୍ଗେଟ ଦେଲା ଭାରତ, ପ୍ରଥମେ ବ୍ୟାଟିଂ କରି ଭାରତ କଲା ୧୬୮ ରନ୍
ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭବ .. ଅରୁଣାଞ୍ଚଳ ପ୍ରଦେଶରେ ଗୁରୁବାର ସକାଳେ ଭୂକମ୍ପ ଝଟକା ଅନୁଭବ .. ରିକ୍ଟର ସ୍କେଲରେ ତିବ୍ରତା ୫.୭ ରେକର୍ଡ .. ଶିବସାଗର ସହିତ ଆସାମର କେତେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭବ.. ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୬ ରେକର୍ଡ .. ଆଣ୍ଡାମାନ ନିକୋବରରେ ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୁଭବ.. ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ
ପଦ୍ମପୁର ପାଇଁ ବଢ଼ିଲାଣି ରାଜନୀତି ଉଷ୍ମତା… ପ୍ରାର୍ଥୀ ଚୟନ ପାଇଁ ୩ ଦଳଙ୍କ ମଧ୍ୟରେ ଚାଲିଛି କସରତ… ଧାମନଗର ବିଜୟ ପରେ ପଦ୍ମପୁର ଆସନ ଉପରେ ବିଜେପିର ଆଖି… ପ୍ରଚାର କରିବେ ନବାଗତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ… ବିଜେଡି ମଧ୍ୟ ଗଡ଼ ବଞ୍ଚାଇବାକୁ କରିବ ପ୍ରୟାସ… ପ୍ରାର୍ଥୀ ଦେବାକୁ କଂଗ୍ରେସ କଷୁଛି ଗଣିତ…



