ଓଡିଶାରେ କରୋନା ; ଆଉ ୧୨ ନୂଆ ପଜିଟିଭ୍
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨,ସଙ୍ଗରୋଧରୁ ୭ ଓ ସ୍ଥାନୀୟ ୫ ।
Covid-19 Report For 18th May
New Positive Cases: 12
Of which 0-18 years: 2
In quarantine: 7
Local contacts: 5(Details of local contacts will be shared by concerned District)
1. Balangir: 1
2. Cuttack: 1
3. Gajapati: 2
4. Khurda: 6
5. Nuapada: 1
6. State Pool: 1— I & PR Department, Odisha (@IPR_Odisha) May 19, 2022
New recoveries: 15
Cumulative tested: 31584097
Positive: 1288339
Recovered: 1279040
Active cases: 120— I & PR Department, Odisha (@IPR_Odisha) May 19, 2022
୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀରରୁ ୧, କଟକ ୧, ଗଜପତି ୨, ଖୋର୍ଦ୍ଧା ୬, ନୂଆପଡା ୧ ଓ ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୩୩୯କୁ ବୃଦ୍ଧି ପାଇଛି । ୧୨,୭୯,୦୪୯ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୨୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।
Comments are closed.