www.samajalive.in
Sunday, December 14, 2025
26.1 C
Bhubaneswar

ଟୋଲ ଟ୍ୟାକ୍ସକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ଡାକରା

ସମ୍ବଲପୁର: ବିଜୁ ଏକ୍ସପ୍ରେସ୍ ଟୋଲ ଗେଟରେ ଅର୍ଥ ସଂଗ୍ରହକୁ ବିରୋଧ କରି ଆଜିଠୁ ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ‘ରାଜପଥ ବ୍ୟବହାରକାରୀ ମଞ୍ଚ’ପକ୍ଷରୁ ଏହି ଆହ୍ବନ ଦିଆଯାଇଥିବା ବେଳେ ଏଥିରେ ଓକିଲ ସଂଘ, ରାଜନୈତିକ ଦଳ ସହ ଆଦିବାସୀ ଦଳିତ ସେନା ମଧ୍ୟ ସାମିଲ ହୋଇଛନ୍ତି । ଏହାର ପ୍ରଭାବରେ ରାସ୍ତାରେ ଯାନବାହନ ଚଳାଚଳ ଓ ଦୋକାନ-ବଜାର ବନ୍ଦ ରହିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସ୍କୁଲ, କଲେଜ, ଡାକ୍ତରଖାନା, ଦୁଗଧ ଗାଡ଼ି, ଗ୍ୟାସ ଗାଡ଼ି, ଦମକଳ, ଆମ୍ବୁଲାନସ, ଚିକିତ୍ସା ପାଇଁ ଯାଉଥିବା ଲୋକଙ୍କ ଗାଡ଼ି, ସ୍କୁଲ କଲେଜ ୟୁନିଫର୍ମ ପିନ୍ଧିଥିବା ଛାତ୍ରଛାତ୍ରୀଙ୍କ ଗାଡ଼ି, ବିବାହ କାର୍ୟ୍ୟରେ ନିଯୋଜିତ ଗାଡ଼ି ଆଦିକୁ ବନ୍ଦରୁ ବାଦ ଦିଆଯାଇଛି ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories